ଦୀପ ନିଆଁରୁ ଦୁଇ ମହଲା କୋଠାରେ ଲାଗିଲା ନିଆଁ : ଜଳିଗଲା ଆସବାବପତ୍ର
ରାଉରକେଲା : ଦୀପ ନିଆଁରୁ ଲାଗିଲା ନିଆଁ । ଆଉ ଚାହୁଁ ଚାହୁଁ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା କୋଏଲ ନଗର ଅଞ୍ଚଳରେ । ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟି ଦୁଇ ମହଲା କୋଠା ଜଳିଯାଇଛି । ଏବଂ ସେଠାରେ ଥିବା ସମସ୍ତ …