Latest Odisha News

BREAKING NEWS

Yearly Archives

2023

ଛକାରେ ୱେଷ୍ଟଇଣ୍ଡିଜ ରେକର୍ଡ ଭାଙ୍ଗିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡକୁ ୧୬୦ ରନରେ ପରାସ୍ତ କରିଛି । ଏଥିସହ ଅପରାଜେୟ ଭାବେ ଭାରତ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ୧୫ ନଭେମ୍ବରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ମୁମ୍ବାଇରେ ଖେଳାଯିବ । ଏହି ଅବସରରେ ଭାରତ…

ଉତ୍ତରାଖଣ୍ଡରେ ସୁଡଙ୍ଗ ଭୁଶୁଡିବା ଘଟଣା: ଫସିିଥିବା ୪୦ ଶ୍ରମିକଙ୍କ ଭିତରେ ୫ ଓଡ଼ିଆ,ସମସ୍ତେ ସୁରକ୍ଷିତ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଉତ୍ତରକାଶୀରେ ରବିବାର ହୋଇଥିବା ସୁଡଙ୍ଗ ଭୁଶୁଡି ପଡିବା ଯୋଗୁ ଭିତରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଥିବା ଜଣାଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି ।  ବ୍ରହ୍ମଖାଲ-ଯମୁନେତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଏକ ନିର୍ମାଣାଧୀନ…

ତେଲେଙ୍ଗାନା ନିର୍ବାଚନ: ୧୧୯ ଆସନ ପାଇଁ ୪,୭୯୮ ପ୍ରାର୍ଥୀପତ୍ର:ଗଜବେଲ ଆସନରୁ ସର୍ବାଧିକ ୧୪୫ ଜଣ ଭରିଲେ ନାମାଙ୍କନ

ନୂଆଦିଲ୍ଲୀ:ତେଲେଙ୍ଗେନାରେ ନଭେମ୍ବୀର ୩୦ ହେବ ବିଧାନସଭା ନିର୍ବାଚନ । ୧୧୯ଟି ଆସନ ପାଇଁ ହେବ ମତଦାନ । ଏଥାପାଇଁ ୪,୭୯୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୧୦ ନଭେମ୍ବର ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ  ।ଶେଷ ତାରିଖରେ ଅଧା ପ୍ରାର୍ଥୀପତ୍ର ଦାଖଲ ହୋଇଛି । ନଭେମ୍ବର ୩…

ବଦଳିବ ପୁରୀ ବଡଦାଣ୍ଡର ରଙ୍ଗ: ସବୁ କୋଠା ଦିଶିବ ଫିକା ଗୋଲାପି

ପୁରୀ: ବଦଳିପାରେ ପୁରୀ ବଡଦାଣ୍ଡର ରଙ୍ଗ । ଯୁଆଡେ ଚାହିଁବ ଦିଶିବ ଗୋଟିଏ ରଙ୍ଗ । ପୂର୍ବରୁ ବଡଦାଣ୍ଡର ସବୁକୋଠା,ଘରର ରଙ୍ଗ ଥିଲା ଆଇଭରି । ହେଲେ ଏବେ ଏହି ରଙ୍ଗ ବଦଳିବ । ହେଲେ କେଉଁ ରଙ୍ଗ ଲାଗିବ ତାହା ସ୍ଥିର ହୋଇନାହିଁ । ୧୪ଟି ରଙ୍ଗକୁ ଅନୁଧ୍ୟାନ କରାଯାଇଛି । ତା ମଧ୍ୟରୁ ଫିକା…

କବିତା : କଣ୍ଟା

ରାମକୃଷ୍ଣ  ଯେଉଁ ଦିନ ମୁଁ କଣ୍ଟା ମାଡିଲି ସେଦିନ ଜାଣିଲି ଯେ କୌଣସି ରାସ୍ତା ନିରାପଦ ନୁହେଁ ପାଦର କଣ୍ଟା ହିଁ ସୂଚନାଦିଏ ଯେ ରାସ୍ତାବୋଲି କିଛି ନାହିଁ ଚାଲୁ ଚାଲୁ ପାଦ ହିଁ ତିଆରି କରେ ନିଜର ରାସ୍ତା। ମୁଁ କଣ୍ଟା କଥା କହୁଥିଲି ଯଦିଓ କଣ୍ଟା କଥା ପଡୁ ପଡୁ ରାସ୍ତା ଆପେ…

ଦୀପାବଳି ଅଘଟଣ:କ୍ୟାପିଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ଭର୍ତ୍ତି: ସମ୍ବଲପୁରରେ ଜଳିଗଲା ଆପାର୍ଟମେଣ୍ଟ

ଭୁବନେଶ୍ୱର:ସରିଛି ଦୀପାବଳି । ଅନେକ ସତର୍କ ସୂଚନା ସତ୍ତ୍ୱେ ଲୋକେ ଚେତିନାହାନ୍ତି । ଫୁଟାଇଛନ୍ତି ବାଣ । ଖାଲିପରିବେଶ ପ୍ରଦୂଷିତ ହୋଇନି, ବରଂ ସାରା ରାଜ୍ୟରେ ବାଣ ନିଆଁ ପଡି ଶତାଧିକ ଆହତ ହୋଇଥିବା ସୂଚନା ଆସିଛି । କେବଳ ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ବାଣପଡି ୧୦୦ରୁ ଅଧିକ ଭର୍ତ୍ତି…

ଭାଷା ଭାଗବତ : ଅସଂପାଦିତ ସାହିତ୍ଯ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଯଶସ୍ବୀଂକୁ ପୁଣି ପ୍ରଶଂସା ସଂଚାର କରେନି ଭରସା ଶୁଣାକଥା କହିଲେ ପୁଣି ଘଟଇ ପ୍ରତିଭାର ହାନି ନିଂଦିତକୁ କଲେ ବି ନିଂଦା ହୁଏନି କିଛି ଅସୁବିଧା ନିଂଦୁକ ଅବା ପ୍ରଶଂସକ ଜଣା ପଡ଼େ କେମିତି ଲୋକ କରିଲେ ନାମର ପ୍ରଚାର କାମକୁ ନ…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ରୋହିଣୀ କୁଣ୍ଡ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ପୂର୍ବରୁ, କାରଣ ବାରି ପୂର୍ଣ୍ଣ ମୁକ୍ତିପ୍ରଦ ରୋହିଣୀକୁଣ୍ଡ ଓ ଅକ୍ଷୟବଟ (ବର୍ତ୍ତମlନ କଳ୍ପବଟ )ମଧ୍ୟ ସ୍ଥଳରେ ସ୍ଵର୍ଣ ପଦ୍ମ ଆସନରେ ନୀଳକାନ୍ତମଣି ଶରୀର ଧାରଣ…

ଦୀପାବଳି ରାତିରେ ପୁଣି ବିଷାକ୍ତ ହେଲା ଦିଲ୍ଲୀ ବୟୁମଣ୍ଡଳ: ଏକ୍ୟୁଆଇ ସ୍ଥିତି ଗମ୍ଭୀର

ପୁଣି ବିଗିଡିଲା ଦଲ୍ଲୀ ବାୟୁମଣ୍ଡଳ । ଦୁଇ ଦିନର ଆଶ୍ୱସ୍ତି ପରେ ପୁଣି ବିଷାକ୍ତଗ୍ୟାସରେ ଛଟପଟ ହେଲେ ଲୋକେ । ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ହାର ଅର୍ଥାତ ଏକ୍ୟୁଆଇ ଗମ୍ଭୀର ହୋଇପଡିଛି । ବିଶେଷକରି ଜହାଙ୍ଗୀରପୁରୀ, ଆରକେପୁରମ  ଶ୍ରୀନିବାସପୁରୀ, ଆନନ୍ଦବିହାର, ବଜୀରପୁର,…

ନିଆରା ଆକୃତିର ହୋଟେଲ,ଯାହା ପର୍ଯ୍ୟଟକଙ୍କୁ କରେ ଆକୃଷ୍ଟ

ସାଧାରଣତଃ ପ୍ରତ୍ୟେକ ଲୋକ ବାହାରକୁ ବୁଲିବାକୁ ଗଲେ ପ୍ରଥମେ ରହିବା, ଖାଇବାର ଭଲ ସୁବିଧା ଥିବା ବିଳାସପୂର୍ଣ୍ଣ ହୋଟେଲ ପସନ୍ଦ କରନ୍ତି । ହେଲେ ପୃଥିବୀରେ ଏମିତି କିଛି ହୋଟେଲ ରହିଛି, ଯାହାରା ନିଆରା ଆକୃତି ବା ନିର୍ମାଣଶୈଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ । ଚୀନ୍‌ର ହେବେଇ ପ୍ରୋଭିନ୍ସରେ…