ଭାଷା ଭାଗବତ : ‘ ଛ ‘ ବର୍ଣ ବର୍ଜନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଚକ:ଛକ ଓ ଚୋଟ:ଛୋଟ
ପ୍ରଭେଦ ହୋଇଗଲେ ନଷ୍ଟ
ଚାଲ:ଛାଲ ଓ ଚାପ:ଛାପ
ପାର୍ଥକ୍ଯ କରିଲେ ବିଲୋପ
ଗୁଂଡାଟି ଲୋକକୁ ଚେଚୁଚି
ଲୋକଟି ଲୋତକ ପୋଚୁଚି
କଦଳୀ ବଢ଼ିଆ ପାଚିଚି
ଖାଇଲେ ପାଟିକୁ ରୁଚୁଚି
ଯେନକେନ ଏଠି ବଂଚିଚି
ଭଲମଂଦ କିଏ ବାଚୁଚି…