Latest Odisha News

BREAKING NEWS

Yearly Archives

2023

ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ନୂଆଦିଲ୍ଲୀ: ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ସକାଳ ପ୍ରାୟ ୫.୩୨ମିନି଼ଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ନେଇ ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁଯାୟୀ, ବଙ୍ଗୋପସାଗରର ଖାଡିରେ ୧୦ କିଲୋମିଟର…

ଦୁନିଆର ସବୁଠୁ ଭୟାନକ ପାର୍କ : ନାଁ ଶୁଣିଲେ ଲୋମଟାଙ୍କୁରୀ ଉଠେ, ସନ୍ଧ୍ୟା ହେଲେ ଯିବାକୁ ଭୟ କରନ୍ତି ଲୋକ..

ନୂଆଦିଲ୍ଲୀ : ଦୁନିଆରେ ଅନେକ ଐତିହାସିକ ସ୍ଥଳୀ ରହିଛି  । ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । ଅନେକ ରହସ୍ୟମୟୀ ସ୍ଥାନ ମଧ୍ୟ ରହିଛି  । ଯାହାର ଭୟାନକ କାହାଣୀ ଆଜିବି ଲୋକଙ୍କୁ ଅଛପା  । ଯାହାର ନାଁ ଶୁଣିଲେ ଲୋମଟାଙ୍କୁରୀ ଉଠେ  । ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ…

ପରଲୋକରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ଵର ମହାନ୍ତିଙ୍କ ପରଲୋକ । ତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ବିଜେଡି…

ଦୃଷ୍ଟି ଶକ୍ତି ବୃଦ୍ଧି କରେ ଏସବୁ ଫଳ : ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ..

ନୂଆଦିଲ୍ଲୀ : ବର୍ତ୍ତମାନର ଖରାପ ଜୀବନଶୈଳୀ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସାମ୍ନାକୁ ଆସୁଛି । ଏବେ ସାଧାରଣତଃ ଖୁବ୍ କମ ବୟସରେ ହିଁ ପିଲାମାନଙ୍କ ଆଖି ଖରାପ ହେଇଯାଉଛି । ତେବେ ଆସନ୍ତୁ ଜାଣିବା ଦୃଷ୍ଟି ଶକ୍ତି ବଢାଇବା ପାଇଁ କଣ ଖାଇବା ଆବଶ୍ୟକ । ଗାଜରରେ ବିଟା କାରୋଟିନ୍‌…

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ବେଶ, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ନୀତି ପାଇଁ ୩ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ…

ପୁଣି ରାଜଧାନୀରେ ରକ୍ତର ଛିଟା : ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବିଭତ୍ସ ହତ୍ୟା, କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି ।  ମୃତ ମହିଳା ଜଣକ ହେଉଛନ୍ତି ସସ୍ମିତା ବେହେରା । ସୂଚନା ମୂତାବକ ସସ୍ମିତା ଗୋଠପାଟଣାରେ ଏକ ଜଳଖିଆ ଦୋକାନ କରିଥିଲେ । ସେ ନିଜ ପରିବାର ସହ…

ବାବା କେଦାରନାଥଙ୍କ ଶରଣରେ ଦୁଇ ଭାଇ ରାହୁଲ-ବରୁଣ

ନୂଆଦିଲ୍ଲୀ: ପ୍ରଭୁ ମହାଦେବଙ୍କ ଶରଣରେ ଦୁଇ ଭାଇ । ବାବା କେଦାରନାଥଙ୍କ ଦର୍ଶନ କଲେ ବରୁଣ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ସେଠାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ବି କରିଛନ୍ତି । ଅବଶ୍ୟ ଏହି ଦର୍ଶନ ସମୟରେ ଦୁଇ ଭାଇଙ୍କର ଦେଖା ସାକ୍ଷାତ ହୋଇ ନାହିଁ । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ…

ମହେଶ୍ୱରଙ୍କ ବିୟୋଗ ଓଡ଼ିଶା ପାଇଁ ବଡ କ୍ଷତି -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଭୋର ୩.୨୫ ମିନିଟରେ ତାଙ୍କର ପରଲୋକ ହୋଇ ଯାଇଛି  । ତାଙ୍କର ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ମହେଶ୍ୱର ମହାନ୍ତିଙ୍କ…

ଛତିଶଗଡରେ ନିର୍ବାଚନୀ ହିଂସା: ନକ୍ସଲଙ୍କ ଆଇଡି ବିସ୍ଫୋରଣ, ଯବାନ ଗୁରୁତର

ନୂଆଦିଲ୍ଳୀ: ଛତିଶଗଡରେ ଆଜି ଅର୍ଥାତ ନଭେମ୍ବର ୭ତାରିଖ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ନକ୍ସଲଙ୍କ ଆଇଡି ବ୍ଲାଷ୍ଟରେ ସୁରକ୍ଷାକର୍ମୀ ଆହତ ।  ସକାଳ ୭ଟାରୁ ଛତିଶଗଡରେ ଆରମ୍ଭ ହୋଇଛି ମତଦାନ । ନକ୍ସଲ ପ୍ରଭାବିତ ବସ୍ତର ଏବଂ  ରାଜନାନ୍ଦଗାଁ ଅଞ୍ଚଳରେ ବି ମତଦାନ କରାଯାଉଛି ।…

ସନେଟ : ମୋ ଗାଁ

ରବି ପଣ୍ଡା ଯୋଉଠି ଥାପିଲେ ପାଦ, ପାଦତଳୁ ଓ ‘ ବୋଲି କାହାର ଏ ସ୍ୱର ଶୁଣାଯାଏ, ଚାପି ହେଇ ରହିଚି ସେ କେଉଁ ଦିନୁ ହଜିଗଲା ପରି। ଚିହ୍ନା ଚିହ୍ନା ଲାଗେ ଖୁବ୍ ଯେମିତିକି, ମୁଁ ତା’ର ଅତି ଆପଣାର ମୁଁ ସିନା ଭୁଲିଛି ତାକୁ, ସେ କିନ୍ତୁ ରହିଚି ଏଠି ଯେତେସବୁ ସ୍ମୁତିକୁ ଆବୋରି। ସେ…