Latest Odisha News

BREAKING NEWS

Yearly Archives

2023

କଂଗ୍ରେସକୁ ‘ଚାଲୁ’ ପାର୍ଟି କହି ଅଖିଳେଶ ଭାଙ୍ଗିଦେଲେ ‘ଇଣ୍ଡିଆ’ ମେଣ୍ଟ!

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲଗାତର କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି। ମଧ୍ୟପ୍ରଦେଶରେ କଥା ଦେଇ ମେଣ୍ଟ ନ କରିବା ଯୋଗୁ ଲଗାତର କଂଗ୍ରେସକୁ ଆଟାକ କରି ଚାଲିଛନ୍ତି ଅଖିଳେଶ। ଏବେ କିନ୍ତୁ ଏହା ଚରମ ସୀମାରେ ପହଂଚିଛି। ଯାହାକି…

ବାଂଲାଦେଶ ସମ୍ମୁଖରେ ୨୮୦ ରନର ଟାର୍ଗେଟ ରଖିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚାରିଥ ଆଶଲଙ୍କାଙ୍କ ଶତକ ବଳରେ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଅନୁଷ୍ଠିତ ମୁକାବିଲାରେ ଶ୍ରୀଲଙ୍କା ୨୮୦ ରନର ଟାର୍ଗେଟ ବାଂଲାଦେଶ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୯.୩ ଓଭରରେ ୨୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏକଦା ଶ୍ରୀଲଙ୍କା ୩୦୦ରୁ…

‘ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡି ମୃତ୍ୟୁ ଘଟିଛି’

ରାଉରକେଲା:  ରାଉରକେଲା  ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ । ପାଣିରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ହାତରେ ଲାଗିଥିବା ଭିସେରା ରିପୋର୍ଟ ରହିଛି ଏପରି ତଥ୍ୟ । ଭିସେରା ରିପୋର୍ଟ  …

ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ଟାଇମ ଆଉଟ ହେଲେ ଆଞ୍ଜେଲୋ ମାଥ୍ୟୁସ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସ ପ୍ରଥମ ଖେଳାଳି ଭାବେ ଟାଇମ ଆଉଟ ହୋଇଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଏହା ପୂର୍ବରୁ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅମ୍ପାୟର ଏ ଭଳି ଆଉଟ ଦେଇ ନ ଥିଲେ । ମ୍ୟାଚର ୨୫ତମ ଓଭରରେ ସଦୀରା ସମରବ୍ରିକମା…

ତେଲେଙ୍ଗାନା ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା

ହାଇଦ୍ରାବାଦ: ନଭେମ୍ବର ୩୦ ରେ ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଏନେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ), କଂଗ୍ରେସ ଏବଂ ବିଜେପି ପକ୍ଷରୁ ଚାଲିଛି ଜୋରଦାର ନିର୍ବାଚନୀ ପ୍ରସ୍ତୁତି । ଏଥର କଂଗ୍ରେସ ଏବଂ ବିଆରଏସ ମଧ୍ୟରେ କଡ଼ା ପ୍ରତିଯୋଗିତା ବିଷୟରେ ଆଲୋଚନା ହେଉଛି, କିନ୍ତୁ ବିଜେପି…

ପୁଣି ଦିଲ୍ଲୀରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୬

ନୂଆଦିଲ୍ଲୀ: ନୂଆଦିଲ୍ଲୀ-ଏନସିଆରରେ ପୁଣି ଭୂକମ୍ପ ଝଟକା । ସୋମବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହେଇଛି । ୪ ଦିନରେ ୨ୟ ଥର ପାଇଁ ଆଜି ଥରି ଉଠିଛି ଦିଲ୍ଳୀ ଏନସିଆର । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଆଜିର ରିକ୍ଟର ସ୍କେଲର…

ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ପରେ ଆଇଟି ମନ୍ତ୍ରୀଙ୍କ ଚେତାବନୀ

ମୁମ୍ବାଇ: ସେଲିବ୍ରିଟିଙ୍କ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ୍ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ଆଇଟି ମନ୍ତ୍ରୀ ମଧ୍ୟ କଡା ଚେତାବନୀ ଦେଇଛନ୍ତି। ସୂଚନା…

ଦଳରୁ ବହିଷ୍କୃତ ହେଲେ କୋରାପୁଟ ବିଜେଡି ନେତା ରଘୁରାମ ମାଛ

ଭୁବନେଶ୍ୱର:ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏ ନେଇ ସୋମବାର ଜାରି ଏକ ବିଜ୍ଞପ୍ତିରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା ଥିଲେ । ଦଳ…

ଗାଁ ମାଟିରେ ସହିଦ ଯବାନଙ୍କୁ ଶେଷ ସଲାମ

ପୁରୀ:ଗାଁ ଶ୍ମଶାନରେ ଶେଷ ହୋଇଛି ବୀର ଯବାନ ପ୍ରତାପ ରଞ୍ଜନ ପରିଡାଙ୍କର ଶେଷ କୃତ୍ୟ । ପୁରୀ ଜିଲ୍ଲା ଗୋପ ବ୍ଲକ ମଲ୍ଲଗାଁରେ ତାଙ୍କର ଶେଷକୃ୍ତ୍ୟ ଏକ ଶୋକାକୂଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସମ୍ପନ୍ନ ହୋଇଛି । ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ଛକ ଓ ରାସ୍ତା ଘାଟରେ ଲୋକଙ୍କ ଭିଡ…

ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦିଓ ଜଣେ ବ୍ୟକ୍ତି କୌଣସି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିନାହାଁନ୍ତି, କିନ୍ତୁ ସେହି ବ୍ୟକ୍ତି ଯଦି ଭିଡ ହିଂସାରେ ସାମିଲ ଅଛନ୍ତି ତେବେ ତାଙ୍କୁ ନିଶ୍ଚିତ ଭାବେ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ। ୧୯୬୪ ମସିହାରେ ଏହି…