Latest Odisha News

BREAKING NEWS

Yearly Archives

2023

ଦିନକ ପରେ ରାଜ୍ୟରେ ଅନୁଭୂତ ହେବ ଶୀତ, ଖସିବ ପାରଦ

ଭୁବନେଶ୍ୱର: ଛାଡିଯାଇଛି ବର୍ଷା । ଆକାଶ ଏବେ ମେଘ ମୁକ୍ତ । ରାଜ୍ୟରେ ଧିରେ ଧିରେ ଆରମ୍ଭ ହେଲାଣି ଶୀତ । ଦିନକ ପରେ ରାଜ୍ୟରେ ଶୀତ ସମ୍ଭାବନା । ତଳମୁହାଁ ହେବ ପାରଦ । ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାଣିପାଗ କେନ୍ଦ୍ରର ସୂଚନାନୂସାରେ,…

ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲାନି ଜାମିନ: ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର:ପ୍ରଯୋଜକ ଟୁଟୁ ନାୟକଙ୍କ ମିଳିଲାନି ଜାମିନ । ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ । ସେ ପର୍ଯ୍ୟନ୍ତ ଟୁଟୁ ନାୟକ ଜେଲରେ ରହିବେ । ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ଶନିବାର ଶୁଣାଣି…

ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାର ଜୀବନ

ସୁନ୍ଦରଗଡ: ବାପା ମାଆ ପୁଅ ଜନ୍ମ କରିଥାନ୍ତି ବୃଦ୍ଧା ଅବସ୍ଥାରେ ସାହାରା ଦେବ । ମୃତ୍ୟୁ ପରେ ମୁଖାଗ୍ନି ଦେବ । ଏମିତି କେତେ ଆଶା ଥାଏ ବାପା ମାଆ ଙ୍କ ର । ହେଲେ ସେହି ପୁଅ ସାହାରା ଦେବା ବଦଳରେ ଯଦି ଜୀବନ ନିଏ ତେବେ ଏହା କେବଳ ଭାଗ୍ୟର ବିଡମ୍ବନା ବୋଲି କୁହାଯିବ । ସେହିଭଳି ଏକ ଅଭାବନୀୟ…

ଦିଲ୍ଲୀରେ ପ୍ରଦୂଷଣ ଭୟ: ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ପୁଣି ଲାଗୁ ହେବ ଅଡ-ଇଭେନ ନମ୍ବର

ନୂଆଦିଲ୍ଲୀ:ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ପରେ ପରିବେଶ ବିଭାଗ ମନ୍ତ୍ରୀ ଗୋପାଳ ରାୟ ଏକ ପ୍ରେସ ବାର୍ତ୍ତା ଦେଇ କହିଛନ୍ତି, ଦୀବାଲି ପରଠାରୁ ୭ ଦିନ ଯାଏ ରାଜଧାନୀରେ ଲାଗୁ…

ନିଆଁରେ ପୋଡି ହୋଇ ଦମ୍ପତି ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼: ନିଆଁରେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ଗୁରୁତର ଅବସ୍ଥାରେ ସ୍ବାମୀ ଶିବାଜୀ ଲାକ୍ରା ଓ ସ୍ତ୍ରୀ ଅନିତା ଲାକ୍ରା ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ବଣାଇ କଲେଜ ପଛ…

ଲଣ୍ଡନରେ ସମ୍ମାନିତ ହେଲେ ଓଡ଼ିଆ ଶିକ୍ଷକ: ମିଳିଲା ୱାର୍ଲଡ ବୁକ ଅଫ ରେକର୍ଡ ସମ୍ମାନ

ବାଲେଶ୍ୱର: ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଶିକ୍ଷକ ପିତାମ୍ବର ଖିଲାରଙ୍କୁ ଲଣ୍ଡନରେ ୱାର୍ଲଡ ବୁକ ଅଫ ରେକର୍ଡସ ଦ୍ୱାରା ସମ୍ମାନିତ କରାଯାଇଛି । ମଣିଷର ସେବା ପାଇଁ ଶିକ୍ଷାର ବିକାଶ ଉପରେ ତାଙ୍କର ଅତୁଳନୀୟ ଅବଦାନ ରହିଥିବାରୁ ତାଙ୍କୁ ଏହି…

ପାଲାକୁ ପରିଚୟ ଦେଇଛି “ଅରେଇ” : ୭୬ବର୍ଷ ହେବ ଗାଁ ଲୋକଙ୍କ ଦ୍ବାରା ଆୟୋଜିତ ହେଉଛି ପାଲା ମହୋତ୍ସବ

ଯାଜପୁର : ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜି ଯିବାକୁ ବସିଛି ପାଲା ସଂସ୍କୃତି । ଟିଭି,ଇଣ୍ଟରନେଟର ପ୍ରଭାବରେ ପାଲା ସଂସ୍କୃତି ହଜି ଯିବାକୁ ବସିଥିବାବେଳେ ଯାଜପୁର ବିଞ୍ଝାରପୁର ବ୍ଲକ ଅରେଇରେ ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗ୍ରାମବାସୀ । ପ୍ରତିବର୍ଷ ମା…

କର୍ଣ୍ଣାଟକ ସିଭିଲ ସର୍ଭିସ ପରୀକ୍ଷା; ହିଜାବକୁ ଅନୁମତି, ମଙ୍ଗଳସୂତ୍ରକୁ ନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି। ଏଠାରେ, ସିଭିଲ୍ ସର୍ଭିସ୍ ବା ଲୋକସେବା ଆୟୋଗ ପରୀକ୍ଷା  ସମୟରେ ହିନ୍ଦୁ ଛାତ୍ରୀମାନଙ୍କୁ ମଙ୍ଗଳସୂତ୍ର ହଟାଇବାକୁ ବାଧ୍ୟ କରାଯାଉଥିବା ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ପରୀକ୍ଷା କେନ୍ଦ୍ରକୁ…

ରାଜସ୍ଥାନ ବିଧାନସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଅଶୋକ ଗେହଲଟ

ଜୟପୁର: ରାଜସ୍ଥାନ ସମେତ ଦେଶର ପାଞ୍ଚଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ସର୍ଦ୍ଦାରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି…

କୋହଲି ସାଜିଲେ ୪୯ ଶତକର ରାଜା

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦିନିକିଆ କ୍ରିକେଟରେ ୪୯ ଶତକକୁ ଏକ ଏଭରେଷ୍ଟ ମାଇଲଷ୍ଟୋନ ବିବେଚନା କରାଯାଉଥିଲା । ତେବେ ଏହି ରେକର୍ଡ ସହ ବିରାଟ କୋହଲି ସମକକ୍ଷ ହୋଇ ଭାରତୀୟ କ୍ରିକେଟରେ ନୂତନ ଅଧ୍ୟାୟ ଯୋଡିଛନ୍ତି । ସେ ଏବେ ଦିନିକିଆରେ ୪୯ ଶତକର ରାଜା ସାଜିଛନ୍ତି । ଆଉ ଗୋଟିଏ ଶତକ…