ମେଦ ବହୁଳତା ନେଇ ଚିନ୍ତିତ କି ? ପ୍ରତିଦିନ ସକାଳେ ଖାଆନ୍ତୁ ନାସପାତି , ଓଜନ କମାନ୍ତୁ…
ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗରେ ମେଦ ବହୁଳତା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଶରୀରର ଓଜନ କମାଇବା ପାଇଁ କିଏ ଡାଏଟ୍ କରୁଛି ତ କିଏ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ କରୁଛି ତ କିଏ ଜିମ୍ ଯାଉଛି । ଆସନ୍ତୁ ଜାଣିବା କଣ ଖାଇଲେ ଆମେ ସହଜରେ ଓଜନ ହ୍ରାସ କରିପାରିବା । ନିୟମିତ…