Latest Odisha News

BREAKING NEWS

Yearly Archives

2023

୫ ଗର୍ଲଫ୍ରେଣ୍ଡ ଥାଇ ବି ମୁଁ ବ୍ୟାଚଲର, ଏମିତି କିଛି କହିଲେ ଭାଇଜାନ

ମୁମ୍ବାଇ: ମୋର ୫ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି । ହେଲେ ମୁଁ ଏବେ ବ୍ୟାଚଲର ଅଛି । ନିକଟରେ ଏମିତି କିଛି କହିଛନ୍ତି ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ବଲିଉଡ୍‌ର ମୋଷ୍ଟ ବ୍ୟାଚଲର ସଲମାନ ଆଜି ବି ଚର୍ଚ୍ଚାରେ । ବିବାହ ବୟସ ଅତିକ୍ରମ କରିସାରିଥିଲେ ମଧ୍ୟ ସେ ବିବାହର ନା ଧରୁନାହାନ୍ତି । ମାତ୍ର…

କ୍ଷୀର ପିଇବା ବୟସରେ ସିଗାରେଟ୍ ପିଉଛନ୍ତି କୁନି ଶିଶୁ

ଇଣ୍ଡୋନେସିଆ : ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଏ କଥା ସିଗାରେଟ୍ ପ୍ୟାକେଟ୍‌ରେ ମଧ୍ୟ ଲେଖାଯାଇଛି । ଲୋକମାନେ ଏହାକୁ ଦେଖି ମଧ୍ୟ ଅଣଦେଖା କରନ୍ତି । ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସିଗାରେଟ୍ ଟାଣୁଥିବାର ଦେଖିଥିବେ ନିଶ୍ଚିତ । ହେଲେ ଏବେ…

ଖୁବ୍‌ଶୀଘ୍ର ବିବାହ କରିବେ ରଣଦୀପ ହୁଡା

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡା ସେ ତାଙ୍କ ପ୍ରେମିକା ଲିନ୍ ଲୈଶ୍ରାମଙ୍କୁ ବିବାହ କରିବାକୁ ଯାଉଛନ୍ତି । ଚଳିତ ମାସ ଶେଷରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ବିବାହ ଆଉ ଅଳ୍ପ ଦିନ ଥିବାରୁ ଏନେଇ ପ୍ରସ୍ତୁତି ଜୋରସୋରରେ…

ରାଜ୍ୟକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟି ଦେଇଛନ୍ତି ରାଜ୍ୟ ସରକାର:…

ରାଉରକେଲା/ଭୁବନେଶ୍ୱର: ଓଡ଼ିଶାକୁ ଏକ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ଏପରି ଅଭିଯୋଗ କରିଛି ବିଜେପି। ରବିବାର ରାଉରକେଲାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ରାଜ୍ୟ…

ବିଶ୍ବକପ୍: ଭାରତର କ୍ରମାଗତ ଅଷ୍ଟମ ବିଜୟ, ୨୪୩ ରନ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର: କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ। ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡ଼େଜାଙ୍କ…

ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତ ବିଜୟରାମ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାୟତ ବିଜୟରାମ ପଣ୍ଡାଙ୍କର ୮୪ବର୍ଷ ବୟସରେ ଆଜି ସକାଳେ ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ହୃଦଘାତ ଜନିତ ସମସ୍ୟାରେ ଚିକିତ୍ସାଧିନ ଥିଲେ। ତାଙ୍କ ପରଲୋକ ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପୁରୁଣା ଭୁବନେଶ୍ୱର ରଥଦାଣ୍ଡସ୍ଥିତ ବାସଭବନରେ…

ମେଘାଳୟରେ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ

ଭୁବନେଶ୍ୱର: ମେଘାଳୟରେ ଓଡ଼ିଆ ବିଏସ୍ଏଫ୍ ଯବାନ ସଦିଦ ହୋଇଛନ୍ତି। ଯବାନ ଜଣଙ୍କ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ବାଦଟରା ପଞ୍ଚାୟତର ମଲା ଗାଁର ପ୍ରତାପ ରଞ୍ଜନ ପରିଡ଼ା ବୋଲି ଜଣାପଡିଛି। ତାଙ୍କ ବୟସ ୫୨ ବର୍ଷ। ସୂଚନା ଅନୁସାରେ ସୁଦୂର ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ…

ଧର୍ମଗଡ ଉପଖଣ୍ଡୀୟ ବ୍ରାହ୍ମଣ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ପାଳିତ

କଳାହାଣ୍ଡି: ଜିଲ୍ଲାର ଧର୍ମଗଡ ଉପଖଣ୍ଡୀୟ ବ୍ରାହ୍ମଣ ସମାଜ ପକ୍ଷରୁ ହୋଟେଲ ରୟାଲ ପ୍ୟାଲେସ ଠାରେ ନୂଆଖାଇ ଭେଟଘାଟ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଉପଖଣ୍ଡୀୟ ବ୍ରାହ୍ମଣ ସମାଜର ସଭାପତି ଜନାର୍ଦ୍ଦନ ପଣ୍ଡା ଯୋଗଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବ୍ରାହ୍ମଣ ସମାଜ…

ଦିଲ୍ଲୀରେ ସରକାରଙ୍କୁ ଘାରୁଛି ପ୍ରଦୂଷଣ ଚିନ୍ତା, ୫୦ ପ୍ରତିଶତ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ ହୋମ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଏବେ ଅତି ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାରେ ପଡ଼ିଛନ୍ତି ଦିଲ୍ଲୀବାସୀ । ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ପ୍ରଦୂଷଣରୁ ମୁକ୍ତି ମିଳୁନାହିଁ । ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଥିବା…

ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରୁଥିଲେ ଟ୍ୟୁସନ ସାର୍, ବନ୍ଧା ହେଲେ ୨ ଅଭିଯୁକ୍ତ

କଟକ: ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା। ବନ୍ଧା ହେଲେ ଦୁଇ ଅଭିଯୁକ୍ତ। କଟକରେ ପୁଣି ଧଳସାମନ୍ତ ଭ୍ରାତା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗ ଆସିଛି। ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗିବାରୁ…