Latest Odisha News

BREAKING NEWS

Yearly Archives

2023

ମଧ୍ୟପ୍ରଦେଶରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଓ କଂଗ୍ରେସ ପ୍ରତିନିଧିଙ୍କ ଅଭିନବ ପନ୍ଥା

ନୂଆଦିଲ୍ଲୀ: ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଏବେ ଅନେକ ସ୍ଥାନରେ ପ୍ରାର୍ଥୀମାନେ ବିଭିନ୍ନ ପନ୍ଥା ଆପଣଉଛନ୍ତି । ଆଉ ଜନତାଙ୍କୁ ଦେଉଛନ୍ତି ପୁଳା ପୁଳା ପ୍ରତିଶୃତି । ନିକଟରେ ତେଲେଙ୍ଗାନା ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାସ୍ତା କଡ ଏକ ଦୋକାନରେ ଦୋସା…

ସ୍ୱଚ୍ଛତା ଭିତ୍ତିରେ ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ: ଜାଣନ୍ତୁ ପୂରା ବିବରଣୀ

ଭୁବନେଶ୍ୱର: ସ୍ୱଚ୍ଛତା ଭିତ୍ତିରେ ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ଏହି କାର୍ଯ୍ୟ ସଠିକ ଭାବେ କରାଯିବ ସେ ନେଇ ଆଜି ପୂର୍ବାହ୍ନରେ ଭର୍ଚୁଆଲ ମୋଡ଼ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।   ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ  ଅଶ୍ୱଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ…

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଝାମ୍ପି ନେଲେ ଲୁଟେରା

ଖୋର୍ଦ୍ଧା: ଟଙ୍କା ଆଦାୟ କରି ଫେରୁଥିଲେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଛଡାଇନେଲେ ଲୁଟେରା । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ଗ୍ରାମରେ । ହେଲେ ଲୁଟ ବେଳେ ୨ ଲୁଟେରାଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ଜିମାରେ ଦେଇଛନ୍ତି । ଖବର…

‘ଆମ ଓଡ଼ିଶା- ନବୀନ ଓଡ଼ିଶା’ରେ ଯୋଡି ହେଲା ଆଉ ଦୁଇ ଜିଲ୍ଲା, ଫୋକସରେ ପ୍ରତି ପଞ୍ଚାୟତ, ପ୍ରତି ଗାଁ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ…

ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ, ଲାଞ୍ଚ ନେବାବେଳେ ଧରାପଡିଲେ

ମାଲକାନଗିରି: ଏପଟେ ଚାଲିଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ସେପଟେ କିନ୍ତୁ ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ ସୂରଜ ଚନ୍ଦ୍ର ବଳ । ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ । ସୂଚନା…

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ବୁଧବାର ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ…

ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାରକଲା ଓଡିଶା ପରିବାର

ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାରକଲା ଓଡିଶା ପରିବାର । କାମ କରିବାକୁ ସୁନ୍ଦରଗଡରୁ ଆନ୍ଧ୍ରପ୍ରଦେଶ ଯାଇଥିବା ୮ଜଣ ମହିଳାଙ୍କ ସମେତ ୧୧ଜଣ ଶ୍ରମିକଙ୍କୁ ସେଠାରେ ମିଳୁଥିଲା ଅକଥନୀୟ ନିର୍ଯ୍ୟାତନା । ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ…

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଚଳିତବର୍ଷ ରାଜ୍ୟରେ ଅନୁଭୂତ ହେବ କମ ଶୀତ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ କାରଣରୁ ୬ ଋତୁରୁ ଏବେ ମାତ୍ର ୩ଟି ଋତୁ ଅନୁଭୂତ ହେଉଛି । ହେଲେ ସେଥିରୁ ଏବେ ଶୀତ ଋତୁ ଉଭେଇବାକୁ ବସିଲାଣି । ବର୍ତ୍ତମାନ ନଭେମ୍ବର ମାସ ଚାଲିଥିବାବେଳେ ରାଜ୍ୟରେ ଶୀତର ଦେଖାଦର୍ଶନ ନାହିଁ । ଯାହାକୁ ନେଇ ଚଳିତବର୍ଷ ମଧ୍ୟ ଏହି ପରିସ୍ଥିତି ଆହୁରି କିଛି ଦିନ…

ଆସ ବୁଲିଯିବା ଓଡିଶା: ମନ ମୋହିନିଏ ଗଣ୍ଡାହାତୀ ଜଳପ୍ରପାତ

ଗଜପତି: ଧରାପୃଷ୍ଠକୁ ଶୀତଋତୁର ଆଗମନ ହୋଇସାରିଲାଣି । ଆଉ ଶୀତଋତୁର ଅନ୍ୟ ଅର୍ଥ ହେଉଛି ବୁଲାବୁଲି କରିବା । ବର୍ଷତମାମ ଘର , ଅଫିସର ଚକ୍କର କାଟୁଥିବା ଲୋକଙ୍କ ପାଇଁ ଫ୍ରି ଟାଇମ୍ କହିଲେ ତ ଏହି ଶୀତଦିନ । ବର୍ତ୍ତମାନ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର୍ର ପର୍ଯ୍ୟଟକଙ୍କୁ ହାତ ଠାରି ଡ଼ାକିଲାଣି ।…