Latest Odisha News

BREAKING NEWS

Yearly Archives

2023

ରେଡ୍ ସିଗନାଲରେ ଆଗକୁ ବଢ଼ିବାରୁ ଦୁର୍ଘଟଣା!, ମୃତ୍ୟୁ ସଂଖ୍ୟା ଆଠକୁ ବୃଦ୍ଧି

ଭୁବନେଶ୍ୱର: ରବିବାର ସନ୍ଧ୍ୟା 7ଟା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ଏବଂ ବିଶାଖାପାଟଣା-ରାୟଗଡା ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 25 ଜଣ ଆହତ ହୋଇଛନ୍ତି। ପୂର୍ବତଟ ରେଳପଥର…

ଓଡ଼ିଆ ସିନେମାରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ

ଭୁବନେଶ୍ୱର : ମହିଳା ସଶକ୍ତିକରଣ ଭଳି ଏକ ଗୁରୁତ୍ୱପର୍ଣ୍ଣ ପ୍ରସଙ୍ଗ ଉପରେ ନିର୍ମିତ ହୋଇଛି ଓଡିଆ ଫିଲ୍ମ "ମାଇଁ ସୁଇଟ୍ ହାଉସ୍‌ୱାଇଫ" । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ନୈନା ଦାଶ । ତାଙ୍କ ଅପୋଜିଟରେ ଅଛନ୍ତି ଅଭିନେତା ପ୍ରୀତି ରାଜ । ଫିଲ୍ମଟି ଆସନ୍ତା ନଭେମ୍ବର ୩…

ଦୁନିଆର ସବୁଠାରୁ ମହଙ୍ଗା କୁକୁର; ଦାମ୍ ଜାଣିଲେ ଉଡ଼ିଯିବ ହୋସ୍‌

ଆଜିକାଲି ଘରେ କୁକୁର ରଖିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ତେଣୁ ଲୋକେ ସୁନ୍ଦର ସୁନ୍ଦର ହାଇବ୍ରିଡ଼ କୁକୁର ଘରେ ରଖିବାକୁ ବେଶୀ ପସନ୍ଦ କରୁଛନ୍ତି । କୁକୁରକୁ ଘର ଲୋକେ ନିଜ ପରିବାର ସଦସ୍ୟ ପରି ଯତ୍ନ ନେଇଥାନ୍ତି । ବାହାରକୁ ଯୁଆଡ଼େ ଯାଆନ୍ତି ସାଙ୍ଗରେ ନେଇ ଯାଇଥାନ୍ତି । ଲୋକଙ୍କ ଚାହିଦାକୁ…

ପୃଥିବୀର ସବୁଠାରୁ କଷ୍ଟକର ନୃତ୍ୟ ‘ଜୌଲି’

ନୃତ୍ୟ କାହାକୁ ବା ଭଲ ନ ଲାଗେ । ନୃତ୍ୟ କରିବା ହେଉ ବା ଦେଖିବା ସମସ୍ତେ କରନ୍ତି ପସନ୍ଦ । ସେଥିପାଇଁ ତ ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ନୃତ୍ୟ ରହିଛି । ଯାହାକି ସେହି ସ୍ଥାନର ସଂସ୍କୃତି ଓ ପରମ୍ପରାକୁ ବି ଦର୍ଶାଏ । ତେଣୁ କିଛି ଲୋକ ବିଭିନ୍ନ ପ୍ରକାରର ନୃତ୍ୟ…

ଇଟାଲୀରେ ବିବାହ କରିବେ ବରୁଣ ଓ ଲାବନ୍ୟା

ମୁମ୍ବାଇ: କିଛି ଦିନ ହେଲାଣି ସାଉଥ ସୁପରଷ୍ଟାର ବରୁଣ ତେଜଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ଜୁନ୍ ୯ ତାରିଖରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ । ନିର୍ବନ୍ଧ ସରିବା ପରେ ନଭେମ୍ବରରେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି । ନଭେମ୍ବର ୧ରେ ଦୁହେଁ…

କୁମ୍ଭୀର ପାଟିରେ ମୁଣ୍ଡ ଭର୍ତ୍ତି କରୁଛନ୍ତି ଯୁବକ, ଛାତିଥରା ଭିଡ଼ିଓ ଭାଇରାଲ

ମୁମ୍ବାଇ : ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଜଣେ ଯୁବକ ନିଜ ମୁଣ୍ଡ କୁମ୍ଭୀର ପାଟିରେ ଭର୍ତ୍ତି କରୁଛନ୍ତି । ଏହି ଭୟଙ୍କର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି । ଏହାକୁ ଦେଖି ଲୋକେ…

୬୦ ବର୍ଷର ଇତିହାସ ଶେଷ: ମୁମ୍ବାଇ ରାସ୍ତାରୁ ହଟିଯିବ କଳା-ହଳଦିଆ ଟ୍ୟାକ୍ସି

ମୁମ୍ବାଇ: ୬୦ ବର୍ଷର ଇତିହାସ ଉପରେ ଲାଗିବ ବ୍ରେକ । ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି । ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା । ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କାଲା…

ପଲାସା ଟ୍ରେନ ଦୁର୍ଘଟଣା: ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ପଲାସା ଷ୍ଟେସନ୍ ନିକଟରେ ଘଟିଥିବା ରେଳ ଦୁର୍ଘଟଣା ପାଇଁ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାମ ଆରମ୍ଭ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଭାରତୀୟ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଅନ୍ୟପଟେ…

ନଭେମ୍ବର ୧ ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ନବନିର୍ମିତ ମେଡିକାଲ କଲେଜର କରିବେ ଲୋକାର୍ପଣ

କଳାହାଣ୍ଡି: ନଭେମ୍ବର ୧ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ। ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର କରିବେ ଉଦଘାଟନ। ବିଭିନ୍ନ ପ୍ରକଳ୍ପ ସହ ‘ଲକ୍ଷ୍ମୀ’ ବସ୍‌ ସେବାର କରିବେ ଶୁଭାରମ୍ଭ। ମୁଖ୍ୟମନ୍ତ୍ରୀ ଦିନ ୧୧.୩୦ ରେ ହେଲିକପ୍ଟର ଯୋଗେ ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ…

ପଲାସା ନିକଟରେ ଟ୍ରେନ ଦୁର୍ଘଟଣା: ଜାରି ହେଲା ହେଲ୍ପ ଲାଇନ ନମ୍ବର

ରାୟଗଡା: ରବିବାର ସନ୍ଧ୍ୟାରେ ପଲାସା ଷ୍ଟେସନ୍ ନିକଟରେ ଘଟିଥିବା ରେଳ ଦୁର୍ଘଟଣା ପାଇଁ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାମ ଆରମ୍ଭ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଭାରତୀୟ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ…