ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି : ରେଳ ଦୁର୍ଘଟଣାସ୍ଥଳକୁ ଯିବାକୁ ରାଜସ୍ବ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆନ୍ଧ୍ର –ଓଡିଶା ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟଣା । ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରେଳ ଦୁର୍ଘଟଣାସ୍ଥଳକୁ…