Latest Odisha News

BREAKING NEWS

Yearly Archives

2023

ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଧାନ କିଣାବିକା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ: ଆଜି ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ପାଇଁ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ରବି ଋତୁ ଏବଂ ଖରିଫ ଋତୁର ଧାନ ଅମଳ ପୂର୍ବରୁ ଧାନ କିଣାବିକାକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥାଏ । କିପରି ଚାଷୀ ମାନେ ନିଜର ଉତ୍ପାଦିତ ଧାନକୁ…

କ୍ରମାଗତ ଅର୍ଦ୍ଧଶତକ ହାସଲରେ ରିୟାନ ପରାଗଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ରିୟାନ ପରାଗ କ୍ରମାଗତ ଟି୨୦ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫିରେ ସେ କ୍ରମାଗତ ୬ ଅର୍ଦ୍ଧଶତକ ମାରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଓଡିଶା ବିପକ୍ଷରେ ସେ ୪୫ ରନ କରି…

ପରିବାରବାଦକୁ ଆଗକୁ ବଢାଇବା କଂଗ୍ରେସ ଓ ବିଆରଏସର ଲକ୍ଷ୍ୟ: ଶାହ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି ଯେ, କେସିଆର ତାଙ୍କ ପୁଅ କେଟିଆରଙ୍କୁ…

ବାବର, ଶକୀଲଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୭୧ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ପାକିସ୍ତାନ ୨୭୧ ରନର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୬.୪ ଓଭରରେ ୨୭୦ ରନ କରି ଅଲଆଉଟ ହୋଇ ଯାଇଥିଲେ । ଅଧିନାୟକ ବାବର ଆଜମ ୫୦ ଓ ସୌଦ ଶକୀଲ ୫୨ ରନର ଇନିଂସ ଖେଳିଥିଲେ । ଶଦାବ ଖାଁ ଦ୍ରୁତ…

ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷାଙ୍କ ସାହାରା ପରିବାର ପରାମର୍ଶ କେନ୍ଦ୍ର ସମୀକ୍ଷା

ରାୟଗଡା: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଗୁଣପୁର ସାହାରା ପରିବାର ପରାମର୍ଶ କେନ୍ଦ୍ରକୁ ଗସ୍ତ କରିଛନ୍ତି ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା କଲ୍ୟାଣୀ ନାୟକ। ଏହି ଗସ୍ତ ସମୟରେ ସାହାରା ପରିବାର ପରାମର୍ଶ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମକୁ ସମୀକ୍ଷା କରିଛନ୍ତି। ବୋର୍ଡ଼…

ମହାଦେବ ବିଦ୍ରୋହୀ ପକ୍ଷରୁ ହେବାକୁ ଥିବା ସମ୍ମିଳନୀକୁ ଉତ୍କଳ ସର୍ବୋଦୟ ମଣ୍ଡଳର ବିରୋଧ

ପୁରୀ: ଗାନ୍ଧିବାଦୀ ଚିନ୍ତାଧାରାକୁ ଧୂଳିସାତ କରି ନିଜ ଲାଭ ଓ ଲୋଭ ପାଇ ପୁରୀରେ ହେବାକୁ ଥିବା ସମ୍ମିଳନୀକୁ ଉତ୍କଳ ସର୍ବୋଦୟ ମଣ୍ଡଳ ଏହାର ପ୍ରତିବାଦ କରିଛି। ଗାନ୍ଧୀଜୀଙ୍କ ଐତିହାସିକ ସାବରମତୀ ଆଶ୍ରମକୁ ଭାଙ୍ଗି ପାଇଁ ଗୁଜରାଟ ସରକାର ଚଳାଇଥିବା ଷଡ଼ଯନ୍ତ୍ରରେ ସାମିଲ ହୋଇ ବେନିୟମ ଭାବରେ…

ଭୁପେଶ ସରକାରଙ୍କ ଉଭୟ ନୀତି ଓ ଉଦ୍ଦେଶ୍ୟ ଠିକ ନୁହଁ: ରମଣ ସିଂ

ରାୟପୁର: ଲୋକସଭା ନିର୍ବାଚନ ଆରମ୍ଭକୁ ଆଉ ବହୁତ କମ ଦିନ ବାକି ଅଛି । ଏହାପୂର୍ବରୁ ସମସ୍ତ ପାଞ୍ଚଟି ରାଜ୍ୟରେ ରାଜନୈତିକ ଦଳ ନିଜ ନିଜର ବିଜ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ବିଜେପି ଛତିଶଗଡରେ ପୁଣି ଥରେ ନିଜ କ୍ଷମତାକୁ ଫେରିବାକୁ ଚେଷ୍ଟା ଆରମ୍ଭ କରିଦେଇଛି । ଏହି ସମୟ…

ଅଜବ ଗଜବ: ନାଁ ବି ଅଜବ ଗାଁ ବି ଅଜବ, ଲୋକମାଙ୍କର ନାଁ ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ରାଜସ୍ଥାନ: ଆପଣ ଅନେକ ଅଜବ ଗାଁ ବିଷୟରେ ଶୁଣିଥିବେ । କିଛି ଗାଁ ସେଠାର ନାଁ ପାଇଁ ବିଶେଷ ହୋଇଥାଏ ତ ଆଉ କିଛି ଗାଁ ତା’ର କିମ୍ବଦନ୍ତି ପାଇଁ । କିନ୍ତୁ ରାଜସ୍ଥାନରେ ଏକ ଗାଁ ଅଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଵର୍ଯ୍ୟ ହେବେ । ଏହି ଗାଁ ର ନାଁ ଯେମିତି ଅଜବ ଗାଁ ବି ସେମିତି ଅଜବ । ଏହି ଗାଁରେ…

ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରି ପାରିବେ ନାହିଁ ସରକାରୀ ଚାକିରିଆ, ଏହି ରାଜ୍ୟରେ ହେଲା ନିୟମ…

ଆସାମ:  ଏଣିକି ପ୍ରଥମ ସ୍ତ୍ରୀ/ସ୍ୱାମୀ ଜୀବିତ ଥିଲେ, ବିନା ସରକାରଙ୍କ ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ସରକାରୀ ଚାକିରିଆ । ବହୁ ବିବାହକୁ ନେଇ ଆସାମ ସରକାର ନିଜ କର୍ମଚାରୀମାନଙ୍କୁ ଏଭଳି କଡ଼ା ଚେତାବନୀ ଜାରି କରିଛନ୍ତି । ଜୀବନ ସାଥୀ ଜୀବିତ ଥାଇ ଅନ୍ୟକାହାକୁ ବିବାହ କରିବା…

ସ୍ୱ ନିଯୁକ୍ତି ଦ୍ୱାରା ରାଜନୀତିରେ ସଫ୍ଟ ଲାଣ୍ଡିଂ କରିଛନ୍ତି ପୂର୍ବତନ ସଚିବ -ଅପରାଜିତା

ଭୁବନେଶ୍ୱର:ନବୀନ ନିବାସରେ ପାଣ୍ଡିଆନଙ୍କୁ ସ୍ୱାଗତ କରିବା ପାଇଁ ସରକାରୀ କର୍ମଚାରୀ ଭିଡ ଜମାଇଥିବା ଘଟଣାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଇଏଏସ ପଦବୀରୁ ସ୍ୱେଚ୍ଛାକୃତ ଅବସର ନେବାର ମାତ୍ର କେଇ ଘଣ୍ଟା ପରେ ପାଣ୍ଡିଆନଙ୍କୁ ମିଳିଛି କ୍ୟାବିନେଟ ରାଙ୍କ…