Latest Odisha News

BREAKING NEWS

Yearly Archives

2023

ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୁପ ନାୟକଙ୍କ ଦେହାନ୍ତ, ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ

କଟକ: ପରଲୋକରେ ଓଡିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ । ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ ସ୍ୱରୂପ । କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ…

ଅନ୍ଧାର ରାତିରେ ରେଳ ଧାରଣାରେ ବୁଲୁଥିଲେ ନାବାଳକ; ପିଟିଲା ଟ୍ରେନ

କୋରାପୁଟ:ଗୁରୁବାର ରାତି ପ୍ରାୟ ୪ଟାର ଘଟଣା । ଚାରିଆଡ ମିଞ୍ଜି ମିଞ୍ଜି ଅନ୍ଧାର । ନାବାଳକ ଜଣେ ବୁଲୁଥିଲେ ରେଲୱେ ଟ୍ରାକରେ । ହଠାତ୍ ମାଡି ଆସିଲା ଯନ୍ତ୍ର ଦାନବ । ପିଟିଦେଲା ନାବାଳକଙ୍କୁ । କିଛି ବୁଝିବା ପୂର୍ବରୁ ଛିଟିକି ପଡି ଦୂରରେ ପଡିଲେ ନାବାଳକ । ଏମିତି ଘଟଣା ଆସିଛି କୋରାପୁଟ…

ପୁରୀ କୁମାରଉତ୍ସବ ସମିତି ପକ୍ଷରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ

ପୁରୀ: ପୁରୀ କୁମାରଉତ୍ସବ ସମିତି ପକ୍ଷରୁ ଚଳିତବର୍ଷ ଗୁଣ୍ଡିଚା ମନ୍ଦିର ନିକଟ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ କୁମାରଉତ୍ସବ ଅନୁଷ୍ଠିତ ହେବ । ଚଳିତବର୍ଷକୁ ମିଶାଇ ଏହା ହେବ ୫୬ ତମ କୁମାରଉତ୍ସବ । ଏନେଇ ଆଜି କୁମାରଉତ୍ସବ ସମିତି ପକ୍ଷରୁ ସଭାପତି ବିଭୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପୁରୀ…

ଏଣିକି ଶସ୍ତା ହେବ ସାବୁନ, ଡିଟରଜେଣ୍ଟ ଓ ବଡି ୱାଶ୍ ଭଳି ଦ୍ରବ୍ୟ: ଯୋଜନା ପ୍ରସ୍ତୁତ କରିଛି ଅଗ୍ରଣୀ କମ୍ପାନୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତରେ ପ୍ରିମିୟମ୍ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ଉତ୍ପାଦର ମୂଲ୍ୟ ହ୍ରାସ ହେବାକୁ ଯାଉଛି। ଭାରତରେ ହିନ୍ଦୁସ୍ତାନ ୟୁନିଲିଭରର ପ୍ୟାରେଣ୍ଟ୍ ଫାର୍ମ ୟୁନିଲିଭର ଆସନ୍ତା ସମୟରେ ଅନେକ ବର୍ଗର ଉତ୍ପାଦର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି ଏବଂ…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ

ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ । ତାଙ୍କୁ ନୂଆଦିଲ୍ଲସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଶିମଳାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ ଏବଂ ହସ୍ପିଟାଲରେ ତାଙ୍କର ପ୍ରଥମେ ଚିକିତ୍ସା ଚାଲିଥିଲା । ପରେ ଦିଲ୍ଲୀ ଏମ୍ସକୁ ତାଙ୍କୁ…

ନଦୀପଠାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟ ହୋଇଥିବା ସନ୍ଦେହ

ପୁରୀ: ପୁରୀ ସଦରଥାନା ଅଧୀନ ନୂଆଗାଁ ନିକଟ ନୂଆନଇ ପଠାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସଦର ଏସଡିପିଓ ରବିନାରାୟଣ ଭଞ୍ଜ । କୌଣସି ବନ୍ୟଜନ୍ତୁ ଆକ୍ରମଣ ଯୋଗୁଁ ମହିଳାଙ୍କ ମୃତ୍ୟ ହୋଇଥିବା ପୋଲିସ ସନ୍ଦେହ କରୁଥିବା ବେଳେ, ବନ୍ୟଜନ୍ତୁଙ୍କ…

ଲାଲୁ ଯାଦବଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍, ପ୍ରକାଶ ଝା କରିବେ ଫିଲ୍ମ ପ୍ରଡ୍ୟୁସ୍

ମୁମ୍ବାଇ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ନିଜର ରାଜନୈତିକ କ୍ୟାରିଅରରେ ସର୍ବଦା ଶୀର୍ଷରେ ରହି ଆସିଛନ୍ତି। ସେ ତାଙ୍କର ଶୈଳୀ ହେଉ କିମ୍ବା ରାଜନୀତିରେ ତାଙ୍କର କୌଶଳ, ସବୁ ବିଷୟରେ ସେ ପାରଦର୍ଶୀ। ବର୍ତ୍ତମାନ ଲାଲୁଙ୍କ ବିଷୟରେ ଏକ ବଡ଼ ଖବର ଆସିଛି।…

ସାଇବର ଠକେଇର ଶିକାର ହୋଇଥିଲେ ଅଭିନେତ୍ରୀ ଦୀପିକା କକ୍କର, ୟୁଟ୍ୟୁବରେ କଲେ ବଡ ଖୁଲାସା

ମୁମ୍ଵାଇ: ଦିନ କୁ ଦିନ ଦେଶ ତଥା ରାଜ୍ୟରେ ସାଇବର ଠକେଇ ବଢିବାରେ ଲାଗିଛି । ବଡ ବଡ ଲୋକ ଏହି ସାଇବର ଠକେଇରୁ ବର୍ତ୍ତି ପାରୁନାହାନ୍ତି । ଭିନ୍ନ ଭିନ୍ନ ତରିକା ଆପଣାଇ ଲୋକଙ୍କୁ ଖୁବ ସହଜରେ ବୋକା ବନେଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ସାଇବର ଲୁଟେରା । ସେହିପରି ଟିଭି ପରଦାର ଜଣେ…

ଆମେରିକାରେ ନୂଆ ଗ୍ରୀନ୍‌କାର୍ଡ ଆବେଦନ ପାଇଁ ସୁପାରିସ, ଉପକୃତ ହେବେ ହଜାର ହଜାର ଭାରତୀୟ

ନୂଆଦିଲ୍ଲୀ: ହ୍ବାଇଟ୍‌ ହାଉସ କମିଶନ ଗ୍ରୀନକାର୍ଡ ଆବେଦନ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଯୁକ୍ତି ପ୍ରାଧିକରଣ ଡକ୍ୟୁମେଣ୍ଟକୁ ସୁପାରିସ କରିଛନ୍ତି। ହ୍ୱାଇଟ ହାଉସ୍ କମିଶନ ଫର୍ ଏସୀୟ ଆମେରିକୀୟ, ନେଟିଭ ହାୱାଇୟନ ଆଣ୍ଡ ପେସିଫିକ୍ ଆଇଲ୍ୟାଣ୍ଡର (ଏଏଏନଏଚପିଆଇ) ଏହା ଉପରେ ଏକ…