Latest Odisha News
Yearly Archives

2023

ପାରା ଏସୀୟ କ୍ରୀଡା: ପ୍ରମୋଦ ଭଗତ ଓ ଶୀତଳ ଦେବୀଙ୍କୁ ଗୋଲ୍ଡ ମେଡାଲ

ନୂଆଦିଲ୍ଲୀ : ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ  । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ  । ନିତେଶ କୁମାରଙ୍କ ହରାଇ ସେ ସ୍ବର୍ଣ୍ଣ ଜିତିଛନ୍ତି  । ପ୍ରମୋଦ ଫାଇନାଲରେ ୨୨-୨୦, ୧୮-୨୧ , ୨୧-୧୯ରେ ଜିତିଛନ୍ତି  ।  ୨୦୧୦ରେ ଏକକ ଓ ଯୁଗଳରେ…

ପୁଣି ଅଶାନ୍ତ ହେଲା ରାଜଧାନୀ: ପଞ୍ଚାୟତ ନିର୍ବାଚନକୁ ନେଇ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୂତୟନ

ଭୁବନେଶ୍ବର: ପୁଣି ଅଶାନ୍ତ ହୋଇଉଠିଲା ରାଜଧାନୀ  । ପଞ୍ଚାୟତ ନିର୍ବାଚନକୁ ନେଇ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ  । ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ପଥର ଏବଂ ବୋତଲ ମାଡ ହୋଇଥିବା ଦେଖିବାକୁ ମିଳିଛି ।  ଫଳରେ ବହୁ ଲୋକ ଆହତ ହୋଇଛନ୍ତି  । ପ୍ରାୟ ଦୁଇ ବର୍ଷ ହେବ ପଞ୍ଚାୟତ…

ନଭେମ୍ବର ପହିଲାରୁ ଧାନ ସଂଗ୍ରହ: ମଣ୍ଡିରେ ସିସିଟିଭି ବାଧ୍ୟତାମୂଳକ

ଭୁବନେଶ୍ୱର:ନଭେମ୍ବର ପହିଲାରୁ ମଣ୍ଡିରେ ଧାନ ସଂଗ୍ରହ । ଧାନ ସଂଗ୍ରହ ବେଳେ ଲାଗିବ ସିସିଟିଭି କ୍ୟାମେରା । ମଣ୍ଡିରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ଖରିଫ ଚାଷବେଳେ ଉତ୍ପାଦନ ହୋଇଥିବା ଚାଷୀଙ୍କ ବଳକା ଧାନ ମଣ୍ଡିରେ ଦେଇପାରିବେ । ଧାନ ସଂଗ୍ରହରେ ସ୍ୱଚ୍ଛତା ଅବଲମ୍ବନ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି: ପ୍ରତିଦିନ ଖାଆନ୍ତୁ ମିଳିବ ଏସବୁ ରୋଗରୁ ମୁକ୍ତି….

ନୂଆଦିଲ୍ଲୀ : ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଗୁଜୁରାତି ଉପଲବ୍ଧ ରହିଥାଏ  । ଅନେକ ଲୋକ ଖାଦ୍ୟରେ ଗୁଜୁରାତିକୁ ସାମିଲ କରନ୍ତି  । କିନ୍ତୁ ଜାଣିଛନ୍ତି ଏହା ଆମ ଶରୀର ପାଇଁ କେତେ ଉପକାରୀ । ଆସନ୍ତୁ ଜାଣିବା ଗୁଜୁରାତିର ଉପକାରିତା । ଯଦି ଆପଣଙ୍କୁ ବାରମ୍ବାର ବ୍ୟସ୍ତ ଲାଗିବା ଭଳି ଅନୁଭବ…

ଭାଷା ଭାଗବତ : ଅଂତ୍ୟାହୁତି ପରେ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅବକ୍ଷୟ ଓ ଅଭିବୃଦ୍ଧି ଭାଷାରେ ଚଳେ ନିରବଧି ଅଯଥା ସୀମା କି ପରିଧି ପାରେନି କେବେ ଭାଷା ବାଂଧି ପରିବର୍ତନ ଘନଘନ ଯେହେତୁ ଭାଷାର ଲକ୍ଷଣ ବୃଦ୍ଧି ହେଉ କି ହେଉ କ୍ଷୟ ନୁହେ ବିଜୟ, ପରାଜୟ ଲୋକଂକ ସହ ହୋଇ ଯୋଡ଼ି ଭାଷା…

ଗାଜା ଉପରେ ଇସ୍ରାଏଲର ଆଖିବୁଜା ଆକ୍ରମଣ: ୪୧ ବନ୍ଧକଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଇସ୍ରାଏଲ ଗାଜା ମଧ୍ୟରେ ଲଗାତାର ୨୧ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ମିଶି ୮,୫୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏମାନଙ୍କ ୩ ହଜାର ଶିଶୁ ଥିବା କୁହାଯାଉଛି । ୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିଲା ।…

ରାୟଗଡାରେ ପୃଥକ୍ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ, ୪ ଗୁରୁତର

ରାୟଗଡା : ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ  । ରାୟଗଡାରେ ପୃଥକ ବାଇକ୍ ଦୁର୍ଘଟଣାରେ ଦୁଇ ମୃତ , ୪ ଗୁରୁତର  । ଚାନ୍ଦିଲି ଥାନା ଭୁଜବଳ ଗାଁ ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ କର୍ମ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିସରରେ କିଛି କର୍ମକୁ ନିଷେଧ କରାଯାଇଛି। କେବଳ ଶ୍ରୀମନ୍ଦିର ନୁହେଁ ପୃଥବୀର ସମସ୍ତ ମନ୍ଦିର ଓ ଦେବ ପୀଠରେ ଏହା ନିଷେଧ ଅଟେ। ସାଧାରଣ ଭାବରେ…

ଆକାଶମାର୍ଗରେ ଦାଦାଗିରି ଦେଖାଇଲା ଚୀନ: ଆମେରିକା ବିମାନକୁ ଖସାଇବାକୁ ଚେଷ୍ଟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ପୁଣି ତେଜିଲା ଆମେରିକା-ଚୀନ ବିବାଦ ।  ତାଇବାନକୁ ନେଇ ଚୀନ-ଆମେରିକା ବିବାଦ ଦିନକୁ ଦିନ  ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ଦାବି କରିଛି, ଚୀନ ଦକ୍ଷିଣ ଚୀନ ସାଗରରେ ରୁଟିନ ଅପରେଶନ ଜାରି ରଖିଛି । ସେତିକି ନୁହେଁ, ଆମେରିକା ବୟୁସେନାର ବି-୫୨ ବିମାନକୁ  ରୋକିବାକୁ…

ଦୁର୍ଗାପୂଜା ବିସର୍ଜନ ଶୋଭାଯାତ୍ରା ବେଳେ ବୃଦ୍ଧଙ୍କୁ ହୃଦଘାତ

ଭୁବନେଶ୍ୱର: ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ମ୍ୟୁଜିକର ବିକଟାଳ ଶବ୍ଦ ଯୋଗୁଁ ଜଣେ ବୃଦ୍ଧ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି। ବିଭିନ୍ନ ପର୍ବପର୍ବାଣୀ ଓ ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଡେସିବଲ ବାଦ୍ୟ ଉପରେ କମିସନରେଟ୍ ପୁଲିସର କଟକଣା ସତ୍ତ୍ୱେ…