Latest Odisha News

BREAKING NEWS

Yearly Archives

2023

ବିକାଶରୁ ବହୁ ଦୂରରେ ବରପଦରପଡ଼ା: ମିଳିପାରୁନି ମୌଳିକ ସୁବିଧା, ଆବାସ ଯୋଜନା ଏଠି ସ୍ୱପ୍ନ !

ନୂଆପଡା :  ଗାଁର ବିକାଶ ହେଲେ ସହରର ବିକାଶ ହେବ,ଏଭଳି କିଛି ଚିନ୍ତାଧାରା ନେଇ ସରକାର ଗ୍ରାମାଞ୍ଚଳର ବିକାଶ କରୁଥିବା କଥା ଡିଣ୍ଡିମ ପିଟୁଛନ୍ତି  । ହେଲେ  ଏବେବି ବିକାଶ ଠାରୁ ବହୁ ଦୂରରେ ରହିଯାଇଛି ବରପଦର ପଡ଼ା । ବିକାଶ ତ ବହୁ ଦୂରର କଥା  । ମୌଳିକ ସୁବିଧା ପାଇବା ବି ଏଠାକାର ଲୋକଙ୍କ…

କନ୍ଦାଇଲାଣି ପିଆଜ ଦର, ମାସକରେ ଦରଦାମ ଦୁଇଗୁଣ

ଭୁବନେଶ୍ଵର: ଟମାଟୋ ପରେ ଏବେ ପିଆଜର ପାଳି । କୁହନ୍ତି ଯେ, ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସେ । କିନ୍ତୁ ଏବେ ପିଆଜ କିଣିବାକୁ ବି ଲୋକଙ୍କ ଆଖିରେ ପାଣି ଆସିଯାଉଛି । ମାସକ ଭିତରେ ପିଆଜ ଦର ଡବଲ । ପିଆଜ କିଲୋ ପିଛା ମାସେ ତଳେ ୨୫ ଟଙ୍କା ଥିବା ବେଳେ ଏବେ ତାହା ଡବଲ ହୋଇ ୫୦ ଟଙ୍କାରେ…

ଆଜି ଓଡିଶା ଛାଡିବେ ପ୍ରଫେସର ଗଣେଷୀଲାଲ, ୩୧ ରେ ଶପଥ ଗ୍ରହଣ କରିବେ ରାଜ୍ୟର ନୂଆ ରାଜ୍ୟପାଳ

ଭୁବନେଶ୍ବର: ଆଜି ଓଡିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ । ରାଜ୍ୟପାଳ ଭାବେ ଆଜି ହେଉଛି ତାଙ୍କର ଶେଷଦିନ। ମେ’ ୨୯ ତାରିଖ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଷୀଲାଲ। ତାଙ୍କ ପରେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଯୋଗ ଦେବେ ଝାଡଖଣ୍ଡର ପୂର୍ବତନ…

ଦିନକ ପରେ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ: ଆଜି ଆମିଷ ବଜାରରେ ପ୍ରବଳ ଗହଳି

ଭୁବନେଶ୍ବର : ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଧର୍ମ ମାସ କାର୍ତ୍ତିକ  । ମାସେ ଧରି ଆମିଷ ଛାଡିବେ ଲୋକ  । ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଲୋକ ଆମିଷ ଖାଇବେନାହିଁ । ତେଣୁ କହିବାକୁ ଗଲେ ଆଜି ହେଉଛି ଶେଷ ଆମିଷ ବାରି । ଏଥିଲାଗି ଆଜି ଆମିଷ ମାର୍କେଟ୍ ରେ ପ୍ରବଳ ଗହଳି ଦେଖିବାକୁ…

କିଏ ଏହି ୮ ନୌସେନା ଅଧିକାରୀ ? କାହିଁକି ମୃତ୍ୟୁ ଦଣ୍ଡାଦେଶ ଦେଲା କତାର ?

ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି କତାର । କତାରର ଏପରି ଦଣ୍ଡାଦେଶରେ ଭାରତ ସ୍ତବ୍ଧ । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଆଇନ ଅନୁସାରେ ସେମାନେ କିପରି ମୁକୁଳିବେ ସେ ନେଇ ଆମେ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସବୁଠାରୁ ବଡ କଥା ଭାରତ କିମ୍ବା କତାର…

ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉଦ୍‌ଘାଟନୀ ଉତ୍ସବ: ମନମୋହିଲା ଓଡ଼ିଶୀ ନୃତ୍ୟ

ଭୁବନେଶ୍ୱର : ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଏକ ବର୍ଣ୍ଣାଢ୍ୟ ପରିିବଶରେ ଉଦ୍‌ଘାଟିତ ହୋଇଯାଇଅଛି । ଏହି ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ । ପ୍ରାରମ୍ଭରେ ସମ୍ମାନିତ ଅତିଥିଙ୍କ ଦ୍ୱାରା…

ଭିନ୍ନ ପ୍ରକାରର ଗଣେଶ ମନ୍ଦିର , ଯେଉଁଠି ଓଲଟା ସ୍ବସ୍ତିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା…

ନୂଆଦିଲ୍ଲୀ : ବିବିଧତାର ଦେଶ ଭାରତ । ଏଠାରେ ବାର ମାସ ରେ ତେର ପର୍ବ ପାଳିତ ହୁଏ  । ଭାରତରେ ଏପରି ଅନେକ ମନ୍ଦିର ରହିଛି , ଯାହା ପଛରେ  ବିଭିନ୍ନ ଚମତ୍କାର ଭରା କାହାଣୀ ରହିଛି। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ସେହିପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ  । ହଁ ଆଜ୍ଞା…

ଭୀମ ପୃଷ୍ଟି ପାଇଲେ ଶାରଳା ପୁରସ୍କାର : ବେଣୁଧର ଓ ମୋହିନୀମୋହନଙ୍କୁ କଳା ସମ୍ମାନ

ଭୁବେନଶ୍ୱର: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ସୁଖ୍ୟାତ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି । ଇଣ୍ଡିଆନ ମେଟାଲସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ ଏକ…

ଗଞ୍ଜାମ ଭଞ୍ଜନଗରରେ ଚାଷୀଙ୍କୁ ଦଳିଦେଲା ଦନ୍ତା , ଗାଁରେ ଚାପା ଉତ୍ତେଜନା

ଗଞ୍ଜାମ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ହାତୀ ବଳି ପଡୁଛି  । ଏମିତି କିଛି ଘଟଣା ଘଟିଛି ଗଞ୍ଜାମ ଭଞ୍ଜନଗର ଅଂଚଳରେ  । ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ମୃତକ ଟୁନା ଗୌଡ ବୋଲି ଜଣାପଡିଛି  । ଗତକାଲି…

ତିନିଦିନ ହେଲା ଉପାସରେ ଲିଙ୍ଗରାଜ: ଆଜି ସ୍ୱତନ୍ତ୍ର ବୈଠକରେ ସମାଧାନ ନ ହେଲେ ଗ୍ରହଣ କରାଯିବ ବିକଳ୍ପ ବ୍ୟବସ୍ଥା

ଭୁବନେଶ୍ୱର: ତିନି ଦିନ ହୋଇଗଲଣି । ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପାସରେ । ନା ହେଉଛି ନୀତିକାନ୍ତି ନା ଭୋଗଲାଗି । ସେବାୟତ ବିବାଦକୁ ନେଇ ବନ୍ଦ ରହିଛି ମହାପ୍ରଭୁଙ୍କ ସେବା । ଆଜି ବସିବ ସେବାୟତ-ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବୈଠକ । ବୈଠକରେ ଆଲୋଚନା ପରେ ସମାଧାନର…