Latest Odisha News

BREAKING NEWS

Yearly Archives

2023

ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା: ୧୧ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା

କଟକ: ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ  ଐତିହାସିକ କଟକ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର ୪ରେ ଶେଷ ହେବ ।  ଏନେଇ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା ।  ବାଲିଯାତ୍ରା ସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଅନୁପାଳନ ପୂର୍ବକ…

ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ବୋହିଲା ଝିଅ

ଭଦ୍ରକ: ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ଆଣିଲା ୧୪ ବର୍ଷ ବୟସର ନାବାଳିକା ଝିଅ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଧୁଷୁରୀ ବ୍ଲକ ନଦୀଗାଁରେ। ସୂଚନା ଅନୁସାରେ ୨୨ ତାରିଖ ଦିନ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ବାପା। ବାପାଙ୍କ ଚିକିତ୍ସା ପାଇଁ ୧୪…

ଦେବ ଦୀପାବଳୀ: ଚଳିତବର୍ଷ ୫ ଲକ୍ଷ ଟେରାକୋଟା ଦୀପରେ ଝଲସିବ କାଶୀ

ଲକ୍ଷ୍ନୌ: ଗୋରଖପୁରରେ ଟେରାକୋଟା ହାତରେ ନିର୍ମିତ ଦୀପ ଏବଂ ଛୋଟମୋଟ ଶିଳ୍ପକଳା ତିଆରି କରାଯାଇଥାଏ । କିନ୍ତୁ ଅତୀତରେ ଏହା ଏତେ ପ୍ରସିଦ୍ଧ ଲାଭ କରିଛି ଯେ ଏହା ସମଗ୍ର ବିଶ୍ବରେ ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛି । ଭାରତ ଏବଂ ବିଦେଶର ଲୋକମାନେ ଏଠାରେ ନିର୍ମିତ ହସ୍ତଶିଳ୍ପ କିଣନ୍ତି । ଦେଶ…

ଶେଷ ହେଲା ଗୋଶାଣୀ ଯାତ୍ରା : ଶ୍ରୀମନ୍ଦିରରେ ମହାଦ୍ବୀପ ଉଠିବା ପରେ ମେଲାଣି ନେଲେ ଏକାଧିକ ଗୋଶାଣୀ ମୂର୍ତ୍ତି

ପୁରୀ : ଶେଷ ହେଲା ଶ୍ରୀକ୍ଷେତ୍ରର ଗୋଶାଣୀ ଯାତ୍ରା। ଜଳରେ ମେଲାଣି ନେଲେ ଏକାଧିକ ଗୋଶାଣୀ ମୂର୍ତ୍ତି ।ଶ୍ରୀମନ୍ଦିରରେ ମହାଦ୍ବୀପ ଉଠିବା ପରେ ଶୋଭାଯାତ୍ରାରେ ଯାଇ ଦେବୀଘାଟରେ ବିସର୍ଜିତ ହେଲେ ବିଶାଳ ଗୋଶାଣୀ ମୂର୍ତ୍ତିଙ୍କ ସମେତ ନାଗା,ସମ୍ପାତି, ବୁଢା ବୁଢ଼ୀ ଆଦି ଅନେକ ଆକର୍ଷଣୀୟ ମୃଣ୍ମୟୀ…

ଶିରିଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଇବାବାଙ୍କ ଦର୍ଶନ ସହ ୭୫୦୦ କୋଟି ଟଙ୍କା ପରିଯୋଜନାର କଲେ ଶିଳାନ୍ୟାସ

ମହାରାଷ୍ଟ୍ର: ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ପରେ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର । ରାଜ୍ୟର ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରେ ପହଁଞ୍ଚି ସାଇବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ରମେଶ…

ରାମ ମନ୍ଦିରକୁ ନେଇ ସଞ୍ଜୟ ରାଉତଙ୍କ ବିବୃତ୍ତିର କଡ୍ଡା ଜବାବ ଦେଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ

ଲକ୍ଷ୍ନୌ: ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାକୁନେଇ ବିରୋଧୀ ଦଳ ମାନେ ଏହା ଉପରେ ବିବୃତ୍ତି ଦେବା ଆରମ୍ଭ କରିଦେଇଛନ୍ତି । ସେପଟେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି ଯେ,…

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଉତ୍ତର କଶ୍ମୀରର ସୀମାନ୍ତ ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରି ଦୁଇ ଆତଙ୍କବାଦୀଙ୍କୁ ନହତ କଲେ ଯବାନ। ଜମ୍ମୁ-କଶ୍ମୀର ପୋଲିସର କହିବା କଥା ହେଲା କୁପୱାରା ପୋଲିସ ଦେଇଥିବା ଏକ ନିର୍ଦ୍ଦିଷ୍ଟ ସୂଚନାକୁ…

ସହଜ ହେଲା ମୋବାଇଲ ନମ୍ବର ସହ ଇପିଏଫ ୟୁଏନ ନମ୍ବରର ସଂଯୋଗ, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ: ପୂର୍ବରୁ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଏକାଧିକ ଇପିଏଫ୍ ଆକାଉଣ୍ଟ୍ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, ପରେ ଏହାର ସୁବିଧା ପାଇଁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ପ୍ରଚଳନ କରାଯାଇଥିଲା। ୟୁଏନ (UAN) ହେଉଛି ପ୍ରତ୍ୟେକ ଇପିଏଫ (EPF) ସଦସ୍ୟଙ୍କୁ…

ନଭେମ୍ବର ୨୬ରେ ହେବ ପୋଲିସ ଏସଆଇ ପରୀକ୍ଷା,ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ଵର: ନଭେମ୍ବର ୨୬ରେ ହେବ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ।ଏନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପ୍ରେସ ମଧ୍ୟମରେ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ନଭେମ୍ବର ୨୬ରେ ପରୀକ୍ଷା କରାଯିବାକୁ ଆପାତତଃ ସ୍ଥିର ସୂଚନା ମିଳିଛି ।ରାଜ୍ୟର ସମସ୍ତ ଜିଲ୍ଲାରେ OMR…

ପୁରୀରେ ଅନୁଷ୍ଠିତ ହେବ ୪୪ତମ କୁମାର ଉତ୍ସବ: ମନମୋହିବ ସମ୍ବଲପୁରୀ ଲୋକନୃତ୍ୟ ସାଙ୍ଗକୁ କଣ୍ଠଶିଳ୍ପୀ ତାରିକ୍ ଅଜିଜଙ୍କ…

ପୁରୀ: ଆସୁଛି କୁମାର ପୂର୍ଣ୍ଣିମା  । ଏହି ଅବସରରେ ତାରିଖରେ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ଆନୁକୁଲ୍ୟରେ ୪୪ ତମ କୁମାର ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହା ୨୮ ଏବଂ ୨୯ ଦୁଇ ଦିନ ଧରି ଚାଲିବ  । ଏ ନେଇ ଆଜି ୟୁଥ ହଷ୍ଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…