ଅଲ ଜଜିରା ସାମ୍ବାଦିକ ଯୁଦ୍ଧ ଘଟଣାର ଲାଇଭ କରୁଥିଲେ , ସେପଟେ ବୋମା ମାଡରେ ଶେଷ ହାେଇଗଲା ପୂରା ପରିବାର
ନୂଆଦିଲ୍ଲୀ:ଗାଜାରୁ ଆସିଲା ଦୁଃଖଦ ଖବର । ଅଲ ଜଜିରାର ରିପୋର୍ଟର ଯୁଦ୍ଧ ଘଟଣାର କଭରେଜ କରୁଥିବାବେଳେ ବୋମା ମାଡରେ ପରିବାରର ସମସ୍ତ ସଦସ୍ୟ ମୃତ୍ୟୁ ବରଣ କରଛନ୍ତି । ଇସ୍ରାଏଲ ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଶହଶହ ପରିବାର ବରଦବାଦ ହେଇଗଲାଣି । ତଥାପି ଯୁଦ୍ଧ ଥମିବାର ନାଁ…