ଭୟଙ୍କର ଦୁର୍ଘଟଣା: ୧୨ ମୃତ, ଜଣେ ଗୁରୁତର
କର୍ଣ୍ଣାଟକ: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏସୟୁଭି ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି କର୍ଣ୍ଣାଟକର ଚିକ୍କାବାଲାପୁରରେ ।
ସୂଚନାନୁସାରେ, ଆଜି ସକାଳେ ଚିକ୍କାବାଲାପୁରର ଏନଏଚ୍ ୪୪ ଚତ୍ରାବତୀ ଟ୍ରାଫିକ୍ ପୋଲିସ…