ଇସ୍ତଫା ନୁହେଁ, ଲୋକଙ୍କୁ ଭୁଆଁ ବୁଲେଇ ୪ ହଜାର କୋଟି ହଡପ କରିବାର ଏହା ଏକ ଷଡଯନ୍ତ୍ର-କଂଗ୍ରେସ
ଭୁବନେଶ୍ୱର:5ଟି ସଚିବ ଭିକେ ପାଣ୍ଡିଆନ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର ଦିନକ ପରେ ତାଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ୫ଟି ଅଧ୍ୟକ୍ଷ ପଦ ସହ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦ ବି ଦିଆଯାଇଛି । ସେ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବେ । ହଠାତ ଓଡ଼ିଶା ରାଜନୀତିରେ ଏପରି ଆଶ୍ଚର୍ଯ୍ୟଜନକ …