Latest Odisha News

BREAKING NEWS

Yearly Archives

2023

ଆସନ୍ତାକାଲି ଭସାଣ ଉତ୍ସବ, କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ଆସନ୍ତାକାଲି ଭକ୍ତଙ୍କ ଗହଣରୁ ମେଲାଣି ନେବେ ମା’ ଦୁର୍ଗା । ବିଭିନ୍ନ ପୂଜାଣ୍ତପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ ଏବଂ ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ କରିଛି ଟ୍ଵିନସିଟି ପୋଲିସ । ଟ୍ରାଫିକ୍ ସମସ୍ୟାକୁ…

୫୫୦ କିମି ରାସ୍ତା ଦୌଡି ଦୌଡି ପୁରୀରେ ପହଞ୍ଚିଲେ ଅନୀଲ; କାଳିଆ ଦର୍ଶନ କରି କୃତକୃତ୍ୟ ହେଲେ

ପୁରୀ: ଡାକୁଥିଲା ଜଗା । ଏଡାଇ ପାରିଲେନି କାଳିଆର ଆମନ୍ତ୍ରଣ । ତେଣୁ  ଝାରସୁଗୁଡାରୁ ଆସିଲେ ପୁରୀ ପୁଣି ଦୌଡ ଦୌଡି  ।  କାଳିଆ ଦର୍ଶନ କରି ଭକ୍ତିରେ ବିଭୋର ହୋଇପଡିଛନ୍ତି ଅନିଲ ଗୁପ୍ତା । ଦୀର୍ଘ ୫୫୦ କିଲୋମିଟର ରାସ୍ତା ଚାଲି ଚାଲି ଆସିବାର କ୍ଳାନ୍ତି ଯେମିତି ତାଙ୍କର ଗୋଟିଏ…

ନବଦୁର୍ଗାଙ୍କ ୯ଟି ବେଶକୁ କାନଭାସରେ ଓଲଟା ଆଙ୍କି ଚର୍ଚ୍ଚାରେ ଯୁବଶିଳ୍ପୀ ଆୟୁଷ

ପୁରୀ: ପୁଣି ଚର୍ଚ୍ଚାରେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର । ଶାରଦୀୟ ଦୁର୍ଗାପୂଜା ଅବସରରେ ମା ଦୁର୍ଗାଙ୍କର ୯ଟି ବେଶକୁ ଏକକ ଚିତ୍ରକଳା ମାଧ୍ୟମରେ ଓଲଟା ପରିବେଷଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଯୁବଶିଳ୍ପୀ ଆୟୁଷ । ପୂର୍ବରୁ ଆୟୁଷ ପର୍ବପର୍ବାଣି ସମୟରେ ବିଭିନ୍ନ…

ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବା କ୍ଷତି ଭରଣା ଉଦ୍ୟମ ବୋଲି କହିଲା କଂଗ୍ରେସ, ବିଜେପି କହିଲା-ଏଣିକି ଲଢେଇ…

ଭୁବନେଶ୍ୱର:‘ଆଶ୍ଚର୍ଯ୍ୟଚକିତ ନୁହେଁ, ମୁଁ ଏହା ପୂର୍ବରୁ ଅନୁମାନ କରୁଥିଲି ।’ ୫ଟି ସଚିବ ଭିକେ ପାଣ୍ଡିଆନ ୫ଟି ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ପ୍ରତିକ୍ରିୟା ରଖି ଏକଥା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗତକାଲି ରାତିରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ୫ଟି ସଚିବ…

ପଶ୍ଚିମ ଓଡିଶାର ଅନ୍ୟତମ ପର୍ବ ଭାଇ ଜୀଉନ୍ତିଆ ଓ ଡାଲଖାଇ ପର୍ବ, ଜାଣନ୍ତୁ ଏହି ବ୍ରତ ବିଷୟରେ

ନୂଆପଡା: ଭାଇ ଜିଉନ୍ତିଆ ଓଷା। ପଶ୍ଚିମ ଓଡ଼ିଶାର ଏକ ମହାନ ପର୍ବ। ଏହି ପର୍ବ ମାଧ୍ୟମରେ ଭାଇର ମଙ୍ଗଳ ପାଇଁ ଭଉଣୀ ମାନେ ଉପବାସ କରି ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରି ଗୁହାରୀ କରିଥାନ୍ତି। ଭାଇ ଭଉଣୀର ସଂପର୍କ ପବିତ୍ର। ଭାଇ ହେଉଛି ଭଉଣୀର ରକ୍ଷା କବଚ। ବିପଦ ଆପଦରେ ସବୁବେଳେ ଭଉଣୀକୁ…

ଦୁଇ ବନ୍ଧକଙ୍କୁ ଛାଡିଲା ହମାସ: ସେପଟେ ଇସ୍ରାଏଲର ଘୋଷଣା-ଗାଜାରେ ହମାସ ଶାସନ ରହିବ ନାହିଁ

ଗାଜା:ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ । ହମାସ ପକ୍ଷରୁ ଦାବି କରାଯାଇଛି, ଗାଜା ପଟ୍ଟିରେ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେପଟେ ଇସ୍ରାଏଲ ସରକାର ପକ୍ଷରୁ କୁହାଯାଇଛି, ଗାଜା ପଟ୍ଟିରେ ହମାସର…

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ହୃଦଘାତ: ଶୋଇବା ଘର ଚଟାଣରେ ପଡିଥିଲେ

ମସ୍କୋ:ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦୀର୍ଘମାସ ଧରି ଅନେକ କଥା ଶୁଣିବାକୁ ମିଳେ । ଏମିତି ସ୍ଥିତିରେ ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ଶୁଣିବାୁ ମିଳିଛି । ଏହି ଖବର ଟେଲିଗ୍ରାମ ଗ୍ରୁପ ଜେନେରାଲ ଏସବିଆରଙ୍କ ସୂତ୍ରରୁ ଜାଣିବାକୁ ମିଳିଛି । ଏହି…

ସାରା ଦେଶରେ ଉତ୍ସବର ମାହୋଲ, ସିନ୍ଦୁର ଖେଳି ମା’ଙ୍କୁ ଦିଆଯିବ ମେଲାଣି

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ହୋଇଥିବା ବିଜୟ ପାଇଁ ସାରା ଦେଶରେ ଏବେ ଉତ୍ସବର ମାହୋଲ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ଏବେ ପୁଣି ଅପେକ୍ଷା ଆସନ୍ତାବର୍ଷକୁ…

ଆଜି ହେଉଛି ପବିତ୍ର ବିଜୟାଦଶମୀ; ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ: ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟାଦଶମୀ । ଆଜିର ଦିନରେ ଶ୍ରୀମନ୍ଦିରରେ ଅବକାଶ ନିତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି । ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ…

ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା, 5T ଚେୟାରମ୍ୟାନ ହେଲେ ପାଣ୍ଡିଆନ୍

ଭୁବନେଶ୍ଵର: ସ୍ଵେଚ୍ଛାକୃତ ଅବସର ନେଲା ପରେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । 5T ଅଧକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିବେ ଭିକେ ପାଣ୍ଡିଆନ । କ୍ୟାବିନେଟ ମନ୍ତ୍ରୀ ଭାବରେ 5T ଓ ନବୀନ ଓଡିଶାର ଚେୟାରମ୍ୟାନ ହେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ସିଧାସଳଖ କାମ କରିବେ…