ଦଶହରା: ଭିଡକୁ ଦେଖି କଟକ-ଭୁବନେଶ୍ୱରରେ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ବନ୍ଦ
ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦଶହରା ଉତ୍ସବ ପାଳନ ବେଳେ ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି, ଦଶହରା ସମୟରେ ସାଧାରଣ ଜନତାଙ୍କ ସୁବିଧା ଓ…