Latest Odisha News

BREAKING NEWS

Yearly Archives

2023

ବିବାହ ବନ୍ଧନରେ ବାନ୍ଧି ହେଲେ ଗାୟକ ହଂସରାଜ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲୋକପ୍ରିୟ ଗାୟକ ହଂସରାଜ ରଘୁବଂଶୀ । ଦୀର୍ଘଦିନର ପ୍ରେମିକା କୋମଲ ସକଲାନୀଙ୍କୁ ସେ ବିବାହ କରିଛନ୍ତିି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରି ହଂସରାଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । ଏହା ଜାଣିବା ପରେ ତାଙ୍କ…

ବର୍ଷାଙ୍କ ଅଭିନୀତ ‘ବସ୍‌’କୁ ମିଳିଲା ସେନ୍ସର ସାର୍ଟିଫିକେଟ୍‌

ଭୁବନେଶ୍ୱର: ଆଗକୁ ଆସୁଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନିତ ଫିଲ୍ମ ‘ବସ’ । ଏହି ଫିଲ୍ମ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ । ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ଜଣାଯାଇଛି । ଏବେ ଏହାର ସେନ୍ସର କାମ ସରିଛି । ଜଣାଶୁଣା…

‘ରାମାୟଣ’ରେ ସୀତା ଭୂମିକାରେ ନଜର ଆସିବେ ସାଇ ପଲ୍ଲବୀ

ମୁମ୍ବାଇ: ବଲିଉଡ୍‌ରେ ଏବେ ପୌରାଣିକ ଓ ଐତିହାସିକ ଫିିଲ୍ମ ତିଆରି କରିବାର ପରମ୍ପରା ଆରମ୍ଭ ହୋଇ ଯାଇଛି । ସେହିଭଳି ଆଗକୁ ଆସୁଛି ଫିଲ୍ମ ‘ରାମାୟଣ’ । ରାମାୟଣର କାହାଣୀ କୌଣସି ଭାରତୀୟଙ୍କୁ ଅଜଣା ନାହିଁ । ସେହି କାହାଣୀକୁ ନେଇ ଫିଲ୍ମ ନିର୍ମାତା ନୀତେଶ ତିୱାରୀ ତିଆରି କରୁଛନ୍ତି ‘ରାମାୟଣ’ ।…

ଦିଲ୍ଲୀର ଲାଲ କିଲ୍ଲା ମୈଦାନରେ ରାବଣ ଦହନ କରିବେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ ଫିଲ୍ମ 'ତେଜସ୍'ର ରିଲିଜ ଅପେକ୍ଷାରେ ଅଛନ୍ତି । ବାୟୁସେନା ପାଇଲଟ ତେଜସ୍ ଗିଲଙ୍କ ଜୀବନର କାହଣୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ଯାହାକୁ ନେଇ ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନରେ ବହୁତ ବ୍ୟସ୍ତ ଥିବାବେଳେ, ଆସନ୍ତା ମଙ୍ଗଳବାର…

ଦିନିକିଆ କ୍ରିକେଟରେ ଦ୍ରୁତ ୨୦୦୦ ରନ ପୂର୍ଣ୍ଣ କଲେ ଗିଲ

ଧର୍ମଶାଳା: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଭାରତର ଓପନର ଶୁଭମନ ଗିଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ କମ ମ୍ୟାଚରେ ୨୦୦୦ ରନ କରି ହାସିମ ଆମଲା ଓ ବାବର ଆଜମଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ୩୮ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଅପରପକ୍ଷରେ ଦକ୍ଷିଣ ଆଫ୍ରିକାର ଆମଲା ୪୦…

ଭତ୍ତା ଟଙ୍କା ବାଣ୍ଟିବା ବେଳେ ଲୁଟ, ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ଘଟଣାସ୍ଥଳରୁ ଫେରାର ଯୁବକ

କେନ୍ଦୁଝର: ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଲା ଯୁବକ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ବଣ୍ଟାଯିବା ସମୟରେ ଜଣେ ଯୁବକ ୧ ଲକ୍ଷ ଟଙ୍କା ନେଇ ଫେରାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।…

ଛତିଶଗଡ଼ ସୀମାରେ ଗାଡ଼ିରୁ ବାହାରିଲା ୧୦ ଲକ୍ଷ ଟଙ୍କା, ଜଣେ ଓଡ଼ିଶା ବ୍ୟବସାୟୀ ଅଟକ

ନବରଙ୍ଗପୁର: ପାଖେଇ ଆସୁଛି ନିର୍ବାଚନ। ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ପଡୋଶୀ ରାଜ୍ୟ ଛତିଶଗଡ଼ ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏହାରି ଭିତରେ ଛତିଶଗଡ଼ରେ ଅନେକ ନଗଦ ଟଙ୍କା ସହ ଓଡିଶାର ଜଣେ ବ୍ୟବସାୟୀ ଧରାପଡିଛନ୍ତି। ଏହି…

କିଟ-କିସରେ ସମ୍ବର୍ଦ୍ଧିତ ହେଲେ ଏସିଆନଗେମ୍ସ, ୱାର୍ଲ୍ଡ ୟୁନିଭରସିଟି ଗେମ୍ସର ପଦକ ବିଜେତା

ଭୁବନେଶ୍ୱର: ୧୯ତମ ଏସିଆନ ଗେମ୍ସ ଓ ୩୧ ତମ ୱାର୍ଲ୍ଡ ୟୁନିଭରସିଟି ଗେମ୍ସର ପଦକ ହାସଲ କରିଥିବା କିଟ ଓ କିସର ଛାତ୍ରମାନଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି । କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ଓ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ସର୍ବଦା…

ମହେନ୍ଦ୍ରଗିରିରେ ମହାବଳକୁ ଟ୍ରାକ୍ କରିବା ପାଇଁ ୪୦ କର୍ମଚାରୀଙ୍କୁ ନିୟୋଜିତ କଲା ବନ ବିଭାଗ

ପାରଳାଖେମୁଣ୍ଡି: ଗଜପତି ମହେନ୍ଦ୍ର ବନାଞ୍ଚଳରେ ବୁଲୁଛି ମହାବଳ ବାଘ। ଟ୍ରାପ୍ କ୍ୟାମେରାରେ ବାଘର ଫଟୋ କଏଦ ହେବା ପରେ ବନ ବିଭାଗ ୪୦ ଜଣ କର୍ମଚାରୀଙ୍କୁ ମହାବଳକୁ ଟ୍ରାକ୍ କରିବା ପାଇଁ ନିୟୋଜିତ କରିଛି। ଗତ ତିନି ଦିନ ତଳେ ଜଙ୍ଗଲରେ ରୟାଲ ବେଙ୍ଗଲର ଟାଇଗର ମହେନ୍ଦ୍ରଗିରି ଜଙ୍ଗଲରୁ ଚିହ୍ନଟ…

୨୦୧୯ ବିଶ୍ୱକପ ସେମିରେ ହାରିବା ପରେ ଡ୍ରେସିଂ ରୁମରେ ଧୋନୀ, ପାଣ୍ଡ୍ୟା, ପନ୍ତ କାନ୍ଦିଥିଲେ

ଧର୍ମଶାଳା:୨୦୧୯ ବିଶ୍ୱକପ କ୍ରିକେଟ ସେମିଫାଇନାଲର ପରାଜୟକୁ ଏବେ ବି ଭାରତୀୟ ପ୍ରଶଂସକମାନେ ଭୁଲି ପାରି ନାହାନ୍ତି । ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇ ଭାରତ ଟାଇଟଲ ଦୌଡରୁ ବାଦ ପଡିଥିଲା । ମ୍ୟାଚ ପରେ ଡ୍ରେସିଂ ରୁମରେ ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ମନଦୁଃଖରେ…