Latest Odisha News

BREAKING NEWS

Yearly Archives

2023

ଆପଣଙ୍କ ପ୍ୟାନକାର୍ଡ ହଜିଯାଇଛି କି ? ଠକାମିରୁ ବଞ୍ଚିବାକୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଥାଏ ତେବେ ଚିନ୍ତା କରନ୍ତୁ ନାହିଁ । ଅତି ସହଜରେ ଆପଣ ଆଉଗୋଟେ ପ୍ୟାନ କାର୍ଡ ତିଆରି କରିପାରିବେ । ଏହା ସହିତ ପ୍ୟାନ କାର୍ଡ ହଜିଗଲେ କୌଣସି ଫର୍ଜରିରୁ ବଞ୍ଚିବା ପାଇଁ ଥାନାରେ ଏଫଆଇଆର ମଧ୍ୟ ଦେଇପାରିବେ । ନିଶ୍ଚିତ ଭାବେ ଆପଣ ଏପରି ମାମଲା…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ରୋମାଂଚକ ମୁକାବିଲାରେ ସର୍ଭିସେସଠାରୁ ହାରିଲା ଓଡିଶା

ମୁମ୍ବାଇ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟରେ ଶନିବରେ ଓଡିଶା ଏକ ରୋମାଂଚକ ମୁକାବିଲାରେ ସର୍ଭିସେସ ନିକଟରୁ ୩ ୱିକେଟରେ ହାରିଯାଇଛି । ଆଉ ଗୋଟିଏ ବଲ ବାକିଥିବା ବେଳେ ସର୍ଭିସେସ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୮ ୱିକେଟ ହରାଇ ୧୪୨ ରନ କରିଥିଲା ।…

ପୂଜା ବଜାରରେ ନଜର ଆସିଲେନି ୩ ତିନି ହିଟ୍ ଯୋଡ଼ି

ଭୁବନେଶ୍ୱର: ଏଥର ଦଶହରାରେ ବଡ଼ ପରଦାରେ ନଜର ଆସିଲେନି କିଛି ହିଟ୍ ଯୋଡ଼ି । ସେମାନଙ୍କ ଭିତରେ ଅଛନ୍ତି ଓଲିଉଡର ସବୁଠୁ ବେଶୀ ଲୋକପ୍ରିୟ ଯୋଡ଼ି ଅନୁଭବ-ବର୍ଷା, ସବ୍ୟସାଚୀ-ଅର୍ଚ୍ଚିତା ଓ ବାବୁସାନ୍‌?-ଭୂମିକା । ଲଗାତର କିଛି ବର୍ଷ ହେଲା ଏହି ଯୋଡ଼ିଙ୍କୁ ପୂଜା ବଜାରରେ ଆଉ ଦେଖିବାକୁ ମିଳୁନାହିଁ ।…

ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୬ ମାସ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ସତ୍ୟନଗର କୋଚିଂୟାର୍ଡରେ ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ମିଳିବା ଘଟଣାରେ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ। ଘଟଣାର ୬ ମାସ ପରେ ଅଭିଯୁକ୍ତ ସ୍ୱାମୀକୁ ସୁରତରୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର-ଧାନବାଦ…

ରବର ବତକ ସଂଗ୍ରହ କରି ବିଶ୍ୱ ରେକର୍ଡ଼ କଲେ ମହିଳା

ନ୍ୟୁୟର୍କ: ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଁଥାନ୍ତି । ଏଥିଲାଗି ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ କିଛି ଲୋକ ରେକର୍ଡ କରିବା ନିଶାରେ କେତେ କ’ଣ ଅଜବ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ଆମେରିକାର ଜଣେ ମହିଳାଙ୍କ ପିଲା ଦିନର…

ଗତପତି ଜଙ୍ଗଲରେ ଚିହ୍ନଟ ହେଲା ରୟାଲ ବେଙ୍ଗଲ ଟାଇଗର

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଗଜପତି ଜିଲ୍ଲାର ଏକ ଜଙ୍ଗଲରେ ରୟାଲ ବେଙ୍ଗଲ ଟାଇଗର (ଆରବିଟି) ଦେଖିବାକୁ ମିଳିଛି। ସୂଚନାନୁସାରେ, ବନ ବିଭାଗ ଏକ ଫଟୋ ପ୍ରକାଶ କରିଛି, ଯେଉଁଠି ଜିଲ୍ଲାର ମହେନ୍ଦ୍ରଗିରି ଜଙ୍ଗଲରେ ଏହି ବାଘକୁ ଚିହ୍ନଟ କରାଯାଇଛି। ଅକ୍ଟୋବର…

ଦୂଷିତ ଜଳରୁ ଗଲା ୧୧ ଜୁଆଙ୍ଗଙ୍କ ଜୀବନ: ଜନ୍ତାରୀ ଗ୍ରାମକୁ କଂଗ୍ରେସ ପଠାଇଲା ତଥ୍ୟ ଅନୁସନ୍ଧାନୀକାରୀ ଦଳ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗ ସାହିରେ ଦୂଷିତ ପାଣି ପିଇ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛି ପ୍ରଦେଶ କଂଗ୍ରେସ କମିଟି। ଏହି ଘଟଣାର ପ୍ରକୃତ…

ବିଶ୍ୱକପରେ ବିଜୟ ଖାତା ଖୋଲିଲା ଶ୍ରୀଲଙ୍କା

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶେଷରେ ବିଜୟର ଖାତା ଖୋଲିଛି ଶ୍ରୀଲଙ୍କା । କ୍ରମାଗତ ୩ଟି ମ୍ୟାଚ ହାରିବା ପରେ ଶ୍ରୀଲଙ୍କା ଶନିବାର ଅନୁଷ୍ଠିତ ମୁକାବିଲାରେ ନେଦରଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୪୯.୪ ଓଭରରେ ୨୬୨ ରନ କରି ଅଲଆଉଟ ହୋଇ ଯାଇଥିଲା…

କ୍ଲାସେନଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ବିଶାଳ ଲକ୍ଷ୍ୟ ରଖିଛି । ବିଶ୍ୱକପ ଏବଂ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ କୌଣସି ଟିମ ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ଏହା ସର୍ବାଧିକ ସ୍କୋର ।…

୮୦ ବର୍ଷରେ ପଦାର୍ପଣ କଲା ସୋହେଲା ଦୂର୍ଗା ପୂଜା

ବରଗଡ: ପାର୍ବଣର ଆରମ୍ଭରେ ପୁଲକିତ ଧରଣୀ ରାଣୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ମା'ଙ୍କ ଆଗମନରେ ଗାଁ ଠୁ ସହର ଚାରିଆଡେ ଉତ୍ସବର ମାହୋଲ । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲାର ସୋହେଲାରେ ନବରାତ୍ରୀରୁ ଆରମ୍ଭ ହୋଇଛି ଦୁର୍ଗା ପୂଜା । ଦେବୀ ମା'ଙ୍କ ପୂଜା ସହ ରାମଳୀଲା…