ଜନବିରୋଧୀ କାର୍ଯ୍ୟ ପାଇଁ ସାଂସଦ ପିନାକୀ ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ-ବିଜେପି
ଭୁବନେଶ୍ୱର: ବହୁଚର୍ଚ୍ଚିତ ‘ପ୍ରଶ୍ନ ପାଇଁ ଟଙ୍କା’ ସ୍କାଣ୍ଡାଲରେ ପୁରୀ ସାଂସଦ ଶ୍ରୀ ପିନାକି ମିଶ୍ରଙ୍କ ସଂପୃକ୍ତି ଅଛି । ସିବିଆଇ ଅଦାଲତ ଏବଂ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ ହୋଇଥିବା ୨ଟି ସତ୍ୟପାଠରୁ ଏକଥା ସ୍ପଷ୍ଟ ହୋଇଛି । ତା ଛଡା ପିନାକୀ ମିଶ୍ର ଓ ପ୍ରଶ୍ନ ପଚାରିବା ପାଇଁ ଟଙ୍କା…