ଇସ୍ରୋର ଆଉ ଏକ କୀର୍ତ୍ତିମାନ: ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ ସଫଳ, ସମୁଦ୍ରରେ ଲାଣ୍ଡିଂ କଲା କ୍ରୁ କ୍ୟାପ୍ସୁଲ
ନୂଆଦିଲ୍ଲୀ: ସବୁ ବାଧାବିଘ୍ନ ସତ୍ତ୍ୱେ ସଫଳ ହେଲା ଭାରତର ଗଗନାୟନ ମିଶନ। ଇସ୍ରୋ ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ କ୍ରୁ ମଡ୍ୟୁଲର ସଫଳତାର ସହ ଲଞ୍ଚ କରି ଇତିହାସ ସୃଷ୍ଟି କରିଛି । ପ୍ରଥମେ ଇ୍ରସୋ ସକାଳ ୮ଟା ୪୫ରେ ଏହାର ଟ୍ରାଏଲ କରିଥିଲା । ହେଲେ ପରୀକ୍ଷଣ ୫ ସେକେଣ୍ଡ ପୂର୍ବରୁ…