ଫିଲଡିଂ ପାଇଁ ପଦକ: ବାଂଲାଦେଶ ବିପକ୍ଷରେ କିଏ ପାଇବେ ରାହୁଲ ନା ଜାଡେଜା?
ପୁଣେ: ଗୁରୁବାର ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ବକପ୍ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ କ୍ୟାଚ୍ ଧରିବା ପରେ ଭାରତୀୟ ଦଳ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଖାସ କରି କିଏ ଭଲ ଫିଲଡିଂ ପାଇଁ ପଦକ ପାଇବ ସେ ନେଇ ଏକ ପ୍ରତିଯୋଗିତା ଚାଲିଛି।
ଜାଦେଜା ଡାହାଣ…