ଟାଇଗର ୩ର ପୋଷ୍ଟର ରିଲିଜ୍ ,ଖଳନାୟକ ଭୂମିକାରେ ନଜର ଆସିଲେ ଇମ୍ରାନ
ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ୍ଙ୍କ ଅଭିନିତ ଫିଲ୍ମ ଫିଲ୍ମ ଟାଇଗର-୩ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ସୋମବାର ଫିଲ୍ମର ଏକ ଦମଦାର ଟ୍ରେଲର ରିଲିଜ ହେବା ପରେ କ୍ୟାଟ୍ରିନା କୈଫ, ସଲମାନ ଖାଁ ଏବଂ ଇମ୍ରାନ ହାସମିଙ୍କ ଅଭିନୀତ ଫିଲ୍ମ ଏବେ ଖୁବ୍ ଚର୍ଚ୍ଚାରେ । ଏହି…