Latest Odisha News

BREAKING NEWS

Yearly Archives

2023

ବାଇଡେନଙ୍କ ଗସ୍ତ ପୂର୍ବରୁ ଗାଜା ହସ୍ପିଟାଲରେ ରକେଟ୍ ମାଡ : ୫୦୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ : ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ଗାଜା ହସ୍ପିଟାଲ ଉପରେ ରକେଟ୍ ମାଡ ହୋଇଛି । ଫଳରେ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ଜଣାପଡିଛି । ଇସ୍ରାଏଲ ପକ୍ଷରୁ ରକେଟ୍ ମାଡ ହୋଇଥିବା…

ସୈତାନ ସାଜିଲା ମାଆ : ୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତି ଦେଲା !

ବାଲିଗୁଡା : ବାଲିଗୁଡା ସାରଙ୍ଗଡ ଥାନା ଗୁଟିଙ୍ଗିଆ ଗାଁରେ ଅଭାବନୀୟ ଘଟଣା ଘଟିଛି  । ଏକ ୪ ବର୍ଷର ଝିଅକୁ ତାର ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି  । ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଲା ପୋଲିସ । ପାରିବାରିକ କଳହରୁ  ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ରହୁଥିଲେ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ପୌଷ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରାରେ ଆସନ୍ତୁ ଜାଣିବା ପୌଷ ମାସ ବିଷୟରେ। ଏହି ମାସରେ ଶୀତ ଯୋଗୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପହିଲି ଭୋଗ। ବାହାରେ ଋତୁରେ ବି ଆସୁଛି…

ନବଦୁର୍ଗା: କୁଷ୍ମାଣ୍ଡା ବେଶରେ ପୂଜା ପାଉଛନ୍ତି ମା’

ଭୁବନେଶ୍ଵର: ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ । ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ ।…

ଟଙ୍କା ନଫେରାଇବାରୁ ପ୍ରିୟବ୍ରତ ଅପହରଣର ଶିକାର !

ଭୁବନେଶ୍ୱର: ପଇସା ଧାରରେ ନେଇ ନଫେରାଇବାରୁ ଅପହରଣର ଶିକାର ହୋଇଛନ୍ତି ପ୍ରିୟବ୍ରତ ସାହୁ। ଏବେ ଏଭଳି ଏକ ସୂଚନା ମିଳିଛି, ଯିଏକି ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ରଶୁଲଗଡ ଅଞ୍ଚଳରେ ଥିବା ଏସପ୍ଲାନେଡ ସପିଂ ମଲ ନିକଟରୁ ଅପହରଣର ଶିକାର ହୋଇଥିବା ସହିଦ ନଗର ଥାନାରେ ତାଙ୍କ ସାଙ୍ଗ ଲୋକନାଥ…

ଖାକିରେ ଦାଗ, ଦୁଷ୍କର୍ମ ଅଭିଯୋଗରେ ଜାମଦା ଥାନାର ଦୁଇ ପୋଲିସ କର୍ମଚାରୀ ଗିରଫ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଜାମଦା ପୋଲିସ ଏବେ ଚର୍ଚ୍ଚାରେ। ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ପୋଲିସ କର୍ମଚାରୀ ଗିରଫ ହେବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହା ଖାକି ପୋଷାକରେ ଦାଗ ଲଗାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜାମଦା ଥାନାର ଏଏସ୍ଆଇ ଆନନ୍ଦ…

ରମାଦେବୀ ବିଶ୍ୱ ବିଦ୍ୟାଳୟରେ ‘ସ୍ମୃତିରେ ଜୟନ୍ତ ମହାପାତ୍ର’ ଆୟୋଜିତ

ଭୁବନେଶ୍ୱର : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବିଶିଷ୍ଟ କବି ସ୍ଵର୍ଗତଃ ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ବିଭାଗୀୟ ମୁଖ୍ୟ ମନୀଷା ମିଶ୍ରଙ୍କ ତତ୍ୱାବଧାନରେ ସ୍ବର୍ଗତଃ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ "ସ୍ମୃତିରେ ଜୟନ୍ତ…

କୋର୍ଟ ପରିସରରୁ କଏଦୀ ଚମ୍ପଟ, ପୋଲିସ ଜଳକା!

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ୱର କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ପଳାଇବା ପରେ ପୋଲିସର ଏକ ବଡ ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ଫେରାର କଏଦୀ ପ୍ରଶାନ୍ତ କୁମାର ଘଡେଇର ନାଁରେ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।…

ବାଦାମପାହାଡ଼, ରାଇରଙ୍ଗପୁର ଅଞ୍ଚଳକୁ ପ୍ରଥମ ଏକ୍ସପ୍ରେସ ଟ୍ରେନ, ଦକ୍ଷିଣ ପୂର୍ବ ରେଳପଥକୁ ୪ଟି ନୂଆ ଟ୍ରେନ

ଭୁବନେଶ୍ୱର: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦକ୍ଷିଣ ପୂର୍ବ ରେଳପଥ ପାଇଁ ୪ ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ । ଏହି ଅଞ୍ଚଳରେ ଟ୍ରେନ ଚଳାଚଳ…

ଜାଣନ୍ତି ଡ୍ରିମ୍ ଗର୍ଲଙ୍କ ମୋଟ ସମ୍ପତ୍ତି କେତେ

ମୁମ୍ବାଇ: ବଲିଉଡ଼ର ଡ୍ରିମ୍ ଗର୍ଲ ହେମା ମାଳିନି ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତିନି ବର୍ଷ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । କିନ୍ତୁ ତାଙ୍କୁ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ସର୍ବଦା ଲୋକେ…