Latest Odisha News

BREAKING NEWS

Yearly Archives

2023

ସାମ୍ନାକୁ ଆସିଲା ପ୍ରଭାସ-ଅନୁଷ୍କାଙ୍କ ସୁନ୍ଦର ଫଟୋ, ବିବାହ ଠାରୁ ପିତା-ମାତା ହେବା ପର୍ଯ୍ୟନ୍ତ ସମସ୍ତ ଫଟୋ ଭାଇରାଲ

ମୁମ୍ବାଇ: ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ି ପ୍ରାୟ ସମସ୍ତଙ୍କର ପସନ୍ଦ । ଦିନେ ଏହି ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଯୋଡିଙ୍କ ଫ୍ୟାନ୍ସମାନେ ମଧ୍ୟ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ…

ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ: କେତେବେଳେ ଲାଗିବ ଓ କେତେବେଳେ ଛାଡିବ ? ଜାଣନ୍ତୁ ପୂରା ବିବରଣୀ

ନୂଆଦିଲ୍ଲୀ:ଆସନ୍ତାକାଲି ସୂର୍ଯ୍ୟପରାଗ । ୨୦୨୩ ଅକ୍ଟୋବର ୧୪ ତାରିଖ ସୂର୍ଯ୍ୟପରାଗ । ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିସହିତ ଆସନ୍ତାକାଲି ମହାଳୟା ଅମାବାସ୍ୟା  । ତେଣୁ ସୂର୍ଯ୍ୟପରାଗ କେବେ ହେବ ଓ ହାଣ୍ଡିଛାଡ କେବେ ହେବ ଓ ଶ୍ରାଦ୍ଧ ଓ ତର୍ପଣ କେବେ ହେବ ଜାଣନ୍ତୁ । ଆସନ୍ତା କାଲି ଭାରତୀୟ…

ଡଙ୍କିର ରିଲିଜ ଘୁଂଚିପାରେ, ସାଲାର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ୁଛି

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ ଶାହାରୁଖ ଖାଁଙ୍କ ଡଙ୍କି ଓ ପ୍ରଭାସଙ୍କ ସାଲାର ମଧ୍ୟରେ ବକ୍ସ ଅଫିସ ମୁକାବିଲା ହେବ ବୋଲି ସ୍ଥିର ହୋଇଛି । ନବଭାରତ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡଙ୍କି ଏବେ ଏହି ମୁକାବିଲାରୁ ଓହରିଯିବା ପାଇଁ ନିଷ୍ପତି ନେଇଛି । ରାଜକୁମାର ହୀରାନୀ ଓ…

ନଭେମ୍ବର ୫ରୁ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ଓ ବାଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ । ଦୈନିକ ଝାରସୁଗୁଡାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ । ନଭେମ୍ବର ୫ ତାରିଖରୁ  କୋଲକାତା ଓ ନଭେମ୍ବର ୧୫ ତାରିଖରୁ ବାଙ୍ଗାଲୁରୁକୁ ଉଡିବ ଇଣ୍ଡିଗୋ ।  ଝାରସୁଗୁଡା ଏୟାରପୋର୍ଟ ଅଥରିଟି ବିମାନ…

ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର, ଶାଢୀରେ ଅଙ୍କାଯାଉଛି ଶ୍ରୀବିଗ୍ରହଙ୍କ ଚିତ୍ର

ଭୁବନେଶ୍ଵର: ପୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନ । ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର । ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥଯାତ୍ରାର ଦୃଶ୍ୟକୁ ଦିଆଯାଇଛି ସ୍ଥାନ । ଯାହାକୁ ନେଇ ଉପୁଜିଛି ବିବାଦ । ଅନ୍ୟପଟେ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ କରାଯାଇଥିବା ଅଭିଯୋଗ…

ଶ୍ରୀଜିଉଙ୍କ ଦର୍ଶନ କଲେ ଅଭିନେତା କିରଣ କୁମାର, ଭଗବାନଙ୍କ ନିକଟରେ ଆମେ ସାଧାରଣ ମନୁଷ୍ୟ ବୋଲି କହିଲେ କିରଣ

ପୁରୀ: ଓଡିଶା ଗସ୍ତରେ ଆସିଛନ୍ତି ବଲିଉଡ ଅଭିନେତା କିରଣ କୁମାର । ଗତକାଲି ରାତିରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଅଭିନେତା କିରଣ । ପ୍ରଥମେ ପତିତପାବନ ଓ ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ…

ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଯିଏ କି କିଛି ନବୁଝି ନଶୁଝି ଆପଣଙ୍କର ଯେ କୌଣସି ପରିସ୍ଥିତିରେ ସାଥିରେ ରହିଥାଏ ସେ ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁ କେବେ ବି ଭଲ ମନ୍ଦ ବିଚାର କରେନାହିଁ । ଯେ ମିତ୍ରର ସୁବିଧା ଅସୁବିଧାରେ ପ୍ରଥମେ ଆସି ଉପସ୍ଥିତ ହୁଏ ସେ…

ଜାତୀୟ ସିନେମା ଦିବସ : ଚଳଚ୍ଚିତ୍ର ଦେଖିବାକୁ ଟିକେଟ୍ ମୂଲ୍ୟ ୯୯ ଟଙ୍କା

ଭୁବନେଶ୍ଵର: ଆଜି ଜାତୀୟ ସିନେମା ଦିବସ । ଏହି ଅବସରରେ ଆଜି ଆପଣ ଯେକୌଣସି ସିନେମା ହଲରେ ଯେକୌଣସି ଫିଲ୍ମ ମାତ୍ର ୯୯ ଟଙ୍କାରେ କିଣିପାରିବେ। ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଆଜି ସାରା ଦେଶରେ ଜାତୀୟ ସିନେମା ଦିବସ ପାଳନ କରୁଛି । ଏଥିପାଇଁ ୯୯ ଟଙ୍କାରେ ଟିକେଟ ମିଳିବା ପାଇଁ…

ଅନୁବାଦ କବିତା : ରୁଦ୍ରକୁ ଚିଠି

ମୂଳ ବାଂଲା : ତସଲିମା ନାସରିନ ପ୍ରିୟ ରୁଦ୍ର, ମାର୍ଫତ ଆକାଶ ତୁମେ ଆକାଶର ଠିକଣାରେ ଚିଠି ଲେଖିବାକୁ କହିଥିଲ। ତୁମେକି ବର୍ତ୍ତମାନ ଆକାଶ ଭରିଅଛ ? ତୁମେ ଆକାଶରେ ଉଡ଼ିବୁଲ ତୁଳା ପରି, ପକ୍ଷୀମାନଙ୍କ ପରି ତୁମେ ଏଇ ଜଗତ, ଏଇ ସଂସାର ଛାଡ଼ି ଆକାଶକୁ ଚାଲିଯାଇଛ। ଅସଲରେ ତୁମେ…

ସମ୍ବଲପୁରରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା, ୪ ମୃତ, ଅନେକ ଗୋରୁ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଵାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଆହତ ମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲେ ମଧ୍ୟ…