Latest Odisha News

BREAKING NEWS

Yearly Archives

2023

ଦଶରଥପୁର ଗସ୍ତରେ ବାଚସ୍ପତି ପ୍ରମିଳା ମଲ୍ଲିକ, ୩ଟି ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପର କଲେ ଉଦଘାଟନ

ଯାଜପୁର: ଦଶରଥପୁର ବ୍ଲକ ଗସ୍ତରେ ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମେ ବ୍ଲକ ଅନ୍ତର୍ଗତ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତବାସୀ ଅସନପୁର ପଞ୍ଚାୟତସ୍ଥିତ ରଙ୍ଗସପଡିଆ ଠାରେ ଏକତ୍ରିତ ହୋଇ ବାଚସ୍ପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରି…

ଗାଜା ଅଭିମୁଖେ ଇସ୍ରାଏଲ ସେନା: ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡିବାକୁ ହମାସ ଆତଙ୍କୀଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ହଜାର ହାଜର ଲୋକଙ୍କ ମୃତ୍ୟୁ ଘଟିଲାଣି ।  ହମାସ ଆତଙ୍କୀଙ୍କୁ ମୂଳରୁ ନିପାତ କରିବା ଦମ ନେଇ ଅଣ୍ଟା ଭିଡିଛି ଇସ୍ରାଏଲ । ଇସ୍ରାଏଲ ସେନା ଏବେ ଗାଜା ଅଭିମୁଖେ । ଗାଜାକୁ ନିଜ କବଜାକୁ…

ଇନଷ୍ଟାଗ୍ରାମରୁ ରୋଜଗାର କରାଇଦେବା ଆଳରେ ୟୁଜର୍ସଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ସ୍କାମର !

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଯୁବବର୍ଗଙ୍କ ମଧ୍ୟରେ ଭିଡିଓ ଓ ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ବେଶ୍ ଚର୍ଚ୍ଚିତ। ତେବେ ଆଜିର ଯୁଗ ହେଉଛି ଇନଫ୍ଲୁଏନ୍ସର ଯୁଗ। ଲୋକମାନେ କୌଣସି ଔପଚାରିକତାକୁ ନ ଯାଇ ରିଲ ତିଆରି କରି ଟଙ୍କା ରୋଜଗାର କରିବାରେ ଅଧିକ ଧ୍ୟାନ ଦିଅନ୍ତି। କିନ୍ତୁ…

ହାଡକୁ ମଜବୁତ କରେ ସପୁରୀ ଜୁସ୍, ଜାଣନ୍ତୁ ଏହାର ଚମତ୍କାର ଫାଇଦା ବିଷୟରେ…

ଭୁବନେଶ୍ଵର: ସପୁରି ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ୱରେ ଭରପୁର ଅଟେ l ଏହା ଏପରି ଗୋଟିଏ ଫଳ ଯାହାକୁ ଖାଇଲେ ଯେତିକି ସ୍ୱାଦିଷ୍ଟ ଲାଗେ ଦେହ ପାଇଁ ମଧ୍ୟ ସେତିକି ହିତକର l ଆମେ ଏହାକୁ କାଟି ଛୋଟ ଛୋଟ ଖଣ୍ଡ କରି ଖାଇ ପାରିବ ଓ ଜୁସ କରି ମଧ୍ୟ ପିଇ ପାରିବା l ସପୁରି ବ୍ରୋମିଲିସିୟା ପ୍ରଜାତିର…

ଶ୍ରୀମନ୍ଦିରରେ ‘ଶାଳୀନତାପୂର୍ଣ୍ଣ ପୋଷାକ’କୁ ନେଇ ଜାରି ହେଲା ନିୟମାବଳୀ, ଜାଣନ୍ତୁ କେଉଁ ଡ୍ରେସ ପିନ୍ଧି…

ପୁରୀ: ନୂଆବର୍ଷ ଅର୍ଥାତ୍‍ ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ‘ଶାଳୀନତାପୂର୍ଣ୍ଣ’ ପୋଷାକ ପିନ୍ଧିବାକୁ ପ୍ରଶାସନ ଭକ୍ତଙ୍କୁ ଅନୁରୋଧ କରିଛି। ଯଦି ତାହା ନହେବ ତେବେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଉପସ୍ଥିତ ରହୁଥିବା ପ୍ରତିହାରୀ ସେବକ…

ଐଶ୍ୱର୍ଯ୍ୟାଙ୍କ ଏହି ଗୁଣକୁ ଭଲ ପାଆନ୍ତିନି ନଣନ୍ଦ ଶ୍ୱେତା: ସମସ୍ତଙ୍କ ସାମ୍ନାରେ କଲେ ଖୁଲାସା

ମୁମ୍ବାଇ:ପାରିବାରିକ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ରାୟ । ଐଶ୍ୱର୍ଯ୍ୟା ଏବଂ ଶାଶୂ ଜୟ ବଚ୍ଚନଙ୍କ ମଧ୍ୟରେ ସମ୍ପର୍କ ଏତେ ଭଲ ନାହିଁ । ଏପରିକି ନଣନ୍ଦ ଶ୍ୱେତାଙ୍କ ସହ ମଧ୍ୟ ସମ୍ପର୍କରେ ମଧୁରତା ନ ଥିବା ଶୁଣିବାକୁ ମିଳୁଛି । ନିକଟରେ ବିଗ ବିଙ୍କ ଜନ୍ମ ଦିନରେ ଐଶ୍ୱର୍ଯ୍ୟା…

ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଦେଶରେ ସତର୍କ ସୂଚନା ଜାରି କଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ଦେଶବ୍ୟାପୀ ସତର୍କ ସୂଚନା ଜାରି କରିଛି। ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ଉଗ୍ରବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ଜୋରଦାର ଚାଲିଛି ଯୁଦ୍ଧ। ଏହାକୁ ଦୃଷ୍ଟିରେ ରଖି ଦେଶରେ କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସମେତ ଇସ୍ରାଏଲ…

ଆଜି ବିଶ୍ଵ ଅଣ୍ଡା ଦିବସ,ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା

ଭୁବନେଶ୍ଵର: ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ।…

ପୂର୍ବତନ ଡିଜିଙ୍କୁ ଛାଡିଲେନି ଲୁଟେରା: ଘରେ ପଶି ଲୁଟିନେଲେ ଟଙ୍କା ଓ ଅନ୍ୟ ଆସବାବପତ୍ର

ଭୁବନେଶ୍ୱର:ଲୁଟେରାଙ୍କ କବଜାରେ ରାଜଧାନୀ । ଲୁଟେରାଙ୍କୁ କବଳରୁ ଏଠି କେହି ବି ବାଦ ପଡୁନାହାନ୍ତି । ଏପରିକି ପୋଲିସ ଅଫିସର ବି ନୁହେଁ । ପୋଲିସକୁ ଚକମା ଦେଇ ପୋଲିସଙ୍କ ଘରୁ  ଲୁଟ !  CRPFର ପୂର୍ବତନ ଡିଜି ବ୍ରଜ ବିହାରୀ ମିଶ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁରୁଣା…

ଲାଞ୍ଚୁଆ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ; ବିଛଣା ତଳୁ ଓ ଗାଧୁଆଘରୁ ଜବତ କଲା ପୁଳା ପୁଳା ଟଙ୍କା

ପାରାଦୀପ: ଡାକ୍ତରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା । ସିବିଆଇ ଦେଖି ଟେରା । ବିଛଣା ତଳେ, ଗାଧୁଆଘର ଭିତରେ ଥିଲା ବିଡା ବିଡା  ଟଙ୍କା ସହ ଡଲାର । ଏଥିସହିତ ଦାମୀ ବିଦେଶୀ ମଦ, ବିଦେଶୀ ସିଗାରେଟ…ଏମିତି କେତେ କ’ଣ  । ପାରାଦୀପ ବନ୍ଦର  ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର…