ବାହାନଗା ଟ୍ରେନ୍ ଦୁର୍ଘଟଣାର ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର : ଏମ୍ସରେ ଡିସପୋଜ୍ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର । ଭୁବନେଶ୍ବର ଏମ୍ସ ପକ୍ଷରୁ ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ତିମ ସତ୍କାର ବେଳେ ପୂର୍ବତଟ ରେଳପଥ, ସିବିଆଇ ଏବଂ ବିଏମସି ଉପସ୍ଥିତ ରହିବେ । ଏସବୁ…