Latest Odisha News

BREAKING NEWS

Yearly Archives

2023

ଅକ୍ଟୋବର ୧୦ରୁ ରାଜ୍ୟ ସ୍ତରୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ପ୍ରତିଯୋଗିତା

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ପାଇଁ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ପ୍ରତିଯୋଗିତା ପାଇଁ ରାଜ୍ୟ ସରକାର ତାରିଖ ଘୋଷଣା କରିଛନ୍ତି। ଏହି ପ୍ରତିଯୋଗିତା ଅକ୍ଟୋବର ୧୦ରୁ ଆରମ୍ଭ ହେବ। ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ।…

ଗୋଲଡେନ୍ ବାବା ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଜ୍ୟୋତି ବେଉରା ଗୋଲଡେନ୍ ବାବା ନାମରେ ପରିଚିତ। ବେଉରାଙ୍କ ବ୍ୟାଙ୍କ ବାଲାନ୍ସକୁ ସିଜ୍ କରିବା ସହ ତାଙ୍କର ଦୁଇଟି ଦାମୀ ଗାଡ଼ି ଜବତ…

ନୀରଜ ଓ କିଶୋରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଏସିଆନ ରୌପ୍ୟ ବିଜୟୀ ଓଡ଼ିଆ ପୁଅ କିଶୋର ଜେନାଙ୍କୁ ବାଲୁକାକଳାରେ ଶୁଭେଛା । ଏସିଆନ ଗେମ୍ସ ର ଜାଭେଳିନ  ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଥିବାବେଳେ ଓଡିଆ ପୁଅ କିଶୋର ଜେନା ରୌପ୍ୟ ପଦକ ଜିତିଛନ୍ତି  । ଦୁହେଁ ଭାରତ ପାଇଁ ଗର୍ଵ ଆଣିଥିବାବେଳେ ବାଲୁକାକଳା ମାଧ୍ୟମରେ…

ପ୍ରଥମ ଓଡ଼ିଆ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ହେଲେ ଚିତ୍ତରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସଡି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି। ଉଭୟ ବଲିଉଡ୍ ଓ ଓଲିଉଡରେ ସଫଳ କ୍ୟାରିୟର୍…

ଡେଙ୍ଗୁରେ ଆକ୍ରାନ୍ତ କ୍ରିକେଟର ଶୁଭମିନ୍ ଗିଲ୍, ବାଦ ପଡ଼ିବେ କି ବିଶ୍ବକପରୁ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନର ଶୁଭମନ ଗିଲ୍ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ୍ ପ୍ରାରମ୍ଭିକ ମ୍ୟାଚରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଚେନ୍ନାଇରେ ପହଞ୍ଚିବା ପରଠାରୁ ଗିଲ୍ ଜ୍ୱରରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା…

ଆଜି ମୂଳାଷ୍ଟମୀ: ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା

କଟକ : ଆଜି ହେଉଛି ମୂଳାଷ୍ଟମୀ । ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା। ସକାଳୁ ସକାଳୁ ଶକ୍ତିପୀଠ ଗୁଡିକରେ ପୂଚାର୍ଚ୍ଚନା ଚାଲିଛି । ମୂଳାଷ୍ଟମୀରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ୧୬ଟି ବେଶରେ ସଜ୍ଜିତ କରାଯିବ  । ଏହି ସମୟରେ ମାଙ୍କୁ ଦର୍ଶନ କଲେ କୋଟି…

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀର

ଢେଙ୍କାନାଳ : ସବୁକିଛି ଛାରଖାର କରିଦେଇଛି ପ୍ରଳୟଙ୍କରୀ ବନ୍ୟା । ହଠାତ୍ ପାଣି ମାଡି ଆସି ୨୩ଜଣ ଯବାନଙ୍କୁ ଭସାଇ ନେଇଛି  । କେବଳ ଯବାନଙ୍କ ଭାସାଇ ନେଇନି ଏପର୍ଯ୍ୟନ୍ତ ୨୨ ଯବାନଙ୍କ ସହିତ ୧୦୩ ସାଧାରଣ ଲୋକଙ୍କର କୌଣସି ପତ୍ତା ମିଳୁନି  । ୩୦୦୦ ପର୍ଯ୍ୟଟକ ଏବେ ବି ବନ୍ୟାପାଣିରେ ଫସି…

କବିତା : ପ୍ରଶ୍ନ

ସ୍ଵର୍ଣ୍ଣଲତା ମହାପାତ୍ର  ମୁଁ ଆଜି ପୁଣି ବିଭକ୍ତ ତୁମେ ଫେଡିଦେଇଛ ତୁମ ଅସ୍ତିତ୍ବରୁ, ଭାବନାରୁ ଦୂରେଇ ଦେଇଛ ବହୁ ଆଗରୁ। ମୁଁ ଜାଣେ... ହସ ଅଛି, ଲୁହ ଅଛି, ପ୍ରତିଶ୍ରୁତି ଅଛି, ଅଛି ତ..ସବୁ ଅଛି ତୁମଠାରୁ ଯାହା ପାଇଛି, ସେ କେବଳ ଛଳନାରେ ତୁମେ ଦେଇ ନାହଁ କିଛି, ମୁଁ…

ମୁମ୍ବାଇ ଗୋରେଗାଓଁ ଆଜାଦ ନଗରରେ ଭୟଙ୍କର ଅଗ୍ନିକାଣ୍ଡ: ୭ମୃତ, ୩୦ରୁ ଉର୍ଦ୍ଧ୍ବ ବାଇକ୍ ପୋଡି ପାଉଁଶ

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁରେ ଥିବା  ଆଜାଦ ନଗରର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ଫଳରେ ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି  ।   ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ…

ସିରିଆର ମିଲିଟାରୀ ଏକାଡେମୀରେ ଆକ୍ରମଣ: ୧୦୦ରୁ ଉର୍ଦ୍ଧ୍ବ ମୃତ, ୧୨୫ ଆହତ

ନୂଆଦିଲ୍ଲୀ: ଏକ ଦଶନ୍ଧିରୁ ଅଧିକ ସମୟ ଧରି ଯୁଦ୍ଧର ସମ୍ମୁଖୀନ ହେଉଛି ସିରିଆ   । ଗତକାଲି ପୁଣି ଏକ ବଡ ଆକ୍ରମଣର ଶିକାର ହୋଇଛି  । ଯେଉଁଥିରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ୧୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି  । ସିରିଆ ପ୍ରତିରକ୍ଷା ମନ୍ତ୍ରୀ ସାମରିକ ସମାରୋହରୁ ବିଦାୟ…