Latest Odisha News

BREAKING NEWS

Yearly Archives

2023

ଚାଷ କ୍ଷେତରେ ଜରୁରୀ ଅବତରଣ କଲା ବାୟୁସେନାର ଏଏଲଏଚ୍ ଧ୍ରୁବ ହେଲିକପ୍ଟର :୬ ଯବାନ ସୁରକ୍ଷିତ

ଭୋପାଳ: ଭାରତୀୟ ବାୟୁସେନାର ଏଏଲଏଚ୍ ଧ୍ରୁବ ହେଲିକପ୍ଟରର ଜରୁରୀ ଅବତରଣ । ବୈଷୟିକ ତ୍ରୁଟି ଯୋଗୁଁ ଭୋପାଳ ଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ କ୍ଷେତରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି  ।  ହେଲିକପ୍ଟରରେ ୬ ଜଣ ବାୟୁସେନା କର୍ମଚାରୀ ଥିଲେ । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ,…

ଏସୀୟ କ୍ରିଡାରେ ସୁଟିଂ ଆଣିଛି ଭାରତ ପାଇଁ ସ୍ଵର୍ଣ୍ଣିମ ଅଧ୍ୟାୟ: ଜିତିଲା ଆଉ ଏକ ସ୍ଵର୍ଣ୍ଣ

ନୂଆଦିଲ୍ଲୀ: ଚୀନରେ ଭାରତ ଉଡାଉଛି ତାର ଜାତୀୟ ଧ୍ଵଜା । ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସୁଟିଂରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣିମ ସଫଳତା । ସୁଟିଂରେ ପୁରୁଷ ଟ୍ରାପ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ତେବେ ସମାନ ବର୍ଗରେ ମହିଳା ଟିମ୍ ଆଣିଛନ୍ତି ରୌପ୍ୟ । ଏହାକୁ ମିଶାଇ…

ଅଭୁଲା ଗୀତ : କଳିଯୁଗ କୃଷ୍ଣ ମୁହିଁ

ଗାୟନ : ଅକ୍ଷୟ ମହାନ୍ତି ସଙ୍ଗୀତ : ଶ୍ରୀକୁମାର ଗୀତ : ସ୍ୱରୂପ ନନ୍ଦନ ନାୟକ ଚଳଚ୍ଚିତ୍ର : ସ୍ତ୍ରୀ, ୧୯୬୯ କଳିଯୁଗ କୃଷ୍ଣ ମୁହିଁ କଳିଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ୍‌ ଲୋ ରାଧା ତୁ ମୋ ହିରୋଇନ୍‌ ହେ ରାଧା ତୁ ମୋ ହିରୋଇନ୍‌ ତୋହରି ପାଇଁ କଲିଜା ମୋର ହେଲା ଲୋ ଏକ ଦୁଇ…

କେନାଲରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଯାଜପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି  । ଖରସ୍ରୋତା କେନାଲ ରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ ବୋଲି ଜଣାପଡିଛି । ସେ ଜଣେ ଡ୍ରାଇଭର ଭାବେ କାମ…

ସାହିତ୍ୟ ସର୍ଜନା ମୋ ପାଇଁ ଜୀବନ ବଞ୍ଚିବାର ଶୈଳୀ : ଜ୍ଞାନ ରଞ୍ଜନ କର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଜ୍ଞାନ ରଞ୍ଜନ କରଙ୍କ ସହ ‘ସ୍ୱଳ୍ପ ଆଳାପ’…

ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ: ଶ୍ରମଦାନ ଅଭିଯାନରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଲୋକ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପୂର୍ବରୁ ଆଜି ଦେଶ ସାରା ସ୍ଚଚ୍ଛତା ହିଁ ସେବା ଅଭିଯାନ ଅନୁସାରେ ଶ୍ରମଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆଦେଶ କ୍ରମେ ଆଜି ସକାଳ ୧୦ରୁ ପ୍ରାୟ ଏକ ଘଣ୍ଟା ଧରି ଏହି ଅଭିଯାନ ଚାଲିଥିଲା । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ଆଜି ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ କରାଯିବ  । ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା  ।  ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର…

ସଂସଦରେ ବାଇଡେନ୍ ଆଣିଲେ ବିଲ୍, ଆମେରିକାରେ ଶଟଡାଉନ ନିଷ୍ପତ୍ତି ସ୍ଥଗିତ

ନ୍ୟୁୟର୍କ: ଆଜିଠାରୁ ଆମେରିକାରେ ଶଟଡାଉନ୍ ହେବାର ଆଶଙ୍କା ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଆଜିଠାରୁ ଏଠାରେ କୌଣସି କାମ ବନ୍ଦ ହେବ ନାହିଁ। ସରକାରୀ କାର୍ଯ୍ୟ ଜାରି ରହିବ। ଏଥିପାଇଁ ଆମେରିକାର ଲୋକସଭାରେ ଏକ ବିଲ୍ ପାରିତ ହୋଇଛି। ଲୋକସଭାରେ ଏହି ବିଲ୍ ଅନୁମୋଦନ ହୋଇଛି। ଏହାର ସପକ୍ଷରେ ୩୩୫…

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘାଟିକୁ ବସ ଖସି ୮ମୃତ

ଚେନ୍ନାଇ: ତାମିଲନାଡୁର କୁନୁର ମାରାପଲମ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୫୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ ଘାଟିରେ ଖସିପାଡିବାରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କରାଯଇଥିବା ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ଓଟିରୁ…

ନିଯୁକ୍ତି ପ୍ରକ୍ରିୟାରେ ଓପିଏସସିର ଭେଦଭାବ ନୀତି, ବର୍ଷିଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ନିଯୁକ୍ତି ସମୟରେ ସରକାରୀ କର୍ମଚାରୀ ଓ ପୂର୍ବତନ ସେନା ଅଧିକାରୀଙ୍କ ଏନ୍ଓସି ଓ ଡିସଚାର୍ଜ ସାର୍ଟିଫିକେଟ୍ ଦାଖଲ ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଭିନ୍ନ ଭିନ୍ନ ନିୟମ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଓଡ଼ିଶା ସିଭିଲ ସର୍ଭିସ…