ସେପ୍ଟେମ୍ବର ୨୨ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ବିଧାନସଭା ଆଗରେ ଧାରଣା ଦେବେ ସରପଞ୍ଚ
ଭୁବନେଶ୍ୱର: ସରକାରୀ ଅଧିକାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ବିରୋଧରେ ଓଡ଼ିଶାର ସରପଞ୍ଚମାନେ ସେପ୍ଟେମ୍ବର ୨୨ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ପଞ୍ଚାୟତିରାଜ ବିଭାଗରେ ମୁଖ୍ୟତଃ ବ୍ଲକ୍ ଉନ୍ନୟନ ଅଧିକାରୀ ବା ବିଡିଓ କାମ କରନ୍ତି, ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାରେ ସରକାରଙ୍କ…