ଦୁନିଆର ଏମିତି ଏକ ଦେଶ , ଯେଉଁଠି ବର୍ଷକୁ ୧୨ ମାସ ନୁହେଁ ୧୩ ମାସ ହୁଏ….
ନୂଆଦିଲ୍ଲୀ : ଯେତେବେଳେ ବି ଆପଣ ବିଦେଶରେ ଛୁଟି କଟାଇବା କଥା ଭାବନ୍ତି , ସେତେବେଳେ ଇଥିଓପିଆର ନାମ ମନକୁ ଆସେ । ଏହାକୁ ଏକ ଆକର୍ଷଣୀୟ ସ୍ଥାନ ଭାବେ ବିବେଚନା କରାଯାଏ । କୁହାଯାଏ ଏହି ଦେଶର ଇତିହାସଦ ବହୁ ପୁରୁଣା । ଏଠାକାର ଲୋକଙ୍କ ଜୀବନଶୈଳୀ ଏବଂ ସଂସ୍କୃତି ସାଧାରଣ ଲୋକଙ୍କଠାରୁ…