ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ: ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି
ସୁବର୍ଣ୍ଣପୁର/ନୂଆପଡା: ରାତି ପାହିଲେ ପାଳିତ ହେବ ପଶ୍ଚିମ ଓଡିଶା ର ଲୋକପର୍ବ ନୁଆଁଖାଇ । ଏଥିପାଇଁ ଏବେ ସାରା ପଶ୍ଚିମ ଓଡିଶା ବେଶ ଚଳଚଞ୍ଚଳ ହୋଇଉଠିଛି । ନୂଆଁ ନୂଆଁରେ ପାଳନ ହୋଇଥାଏ ନୂଆଖାଇ ପର୍ବ । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ ।…