Latest Odisha News

BREAKING NEWS

Yearly Archives

2023

ଜି-୨୦ ପରେ ବିଗିଡିଲା କାନାଡା-ଭାରତ ସମ୍ପର୍କ: ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ଦୁଇ ଦେଶ

ନୂଆଦିଲ୍ଲୀ:ଜି-୨୦ ସମ୍ମିଳନୀରେ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ହତ୍ୟାକାଣ୍ଡରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କରି କାନାଡା ସୋମବାର ଭାରତର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରି ଦେଇଛି । ଏହାର ପାଲଟା ଜବାବ ଦେଇ ଭାରତ ମଧ୍ୟ କାନାଡାର…

କୋଲେଷ୍ଟ୍ରଲ କମ୍ କରିବାକୁ ସର୍ବୋତ୍ତମ ଏସବୁ ଫଳ….

ମୁମ୍ବାଇ:  ଆଜିର ସମୟରେ ଖରାପ ଜୀବନ ଶୈଳୀ ଏବଂ ଜଙ୍କଫୁଡ୍ ଖାଦ୍ୟ ଖାଇବାର  ଅଭ୍ୟାସ ଯୋଗୁଁ  ଦ୍ରୁତ ଗତିରେ କୋଲେଷ୍ଟ୍ରୋଲ୍ ବୃଦ୍ଧି ପାଉଛି  । ବହୁ ସଂଖ୍ୟାରେ ଲୋକ ଉଚ୍ଚ କୋଲେଷ୍ଟ୍ରଲର ଶିକାର ହେଉଛନ୍ତି । ଯାହା ହୃଦଘାତ ଏବଂ ଷ୍ଟ୍ରୋକର କାରଣ ସାଜିପାରେ ।  ଏଭଳି ପରିସ୍ଥିତିରେ ଏହାକୁ…

ଗଣେଶ ପୂଜା ମଣ୍ଡପରେ ଅଘଟଣ: ବିଦ୍ୟୁତ ଆଘାତରେ ଟଳି ପଡିଲେ ଯୁବକ

ପାରଳାଖେମୁଣ୍ଡି: ଗଣେଶ ପୂଜା ପୂର୍ବରୁ ଅଘଟଣ ।  ଗଣେଶ ମଣ୍ଡପରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ।  ଘଟଣା ଘଟିଛି ଗଜପତି ଜିଲ୍ଲାରେ ।   ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।  ମୃତ ଯୁବକଙ୍କ ନାଁ ଜେ.ଖଗେଶ ।  ଗତକାଲି…

ବାଲୁକାରେ ୧ ହଜାର ଷ୍ଟିଲ ବାସନରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ  । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ବେଶ୍ ଧୂମଧାମ…

ଏକ ମାସର ଶିଶୁକୁ କୋଳରେ ଧରି ଅଫିସରେ କାମ କଲେ ମେୟର, ଭାଇରାଲ ହେଲା ଫଟୋ

କେରଳ: କେରଳର ରାଜଧାନୀ ଥିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି  ।  ଏହାର କାରଣ ହେଉଛି ଏକ ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ନେଇ ସେ ଅଫିସରରେ କାମ କରୁଥିବା ନଜର ଆସିଛନ୍ତି  ।  ପିଲାଟିକୁ ସେ ନିଜ କୋଳରେ ଧରି କାମ କରୁଥିବାର ଫଟୋ…

ଏହି ଗାଁରେ ଘରେ ଘରେ କାର୍ ବଦଳରେ ରହିଛି ପ୍ଲେନ୍ !

ମୁମ୍ବାଇ: ଆଜିକାଲିର ଦୁନିଆରେ ଆମେ ନିଜର ମୌଳିକ ସୁବିଧାକୁ ପୁରା କରିବାକୁ ଯାଇ ଗାଡି କିଣୁଛି  । ଯାହା ଆମକୁ ଯୋଗାଯୋଗରେ ସହାୟକ ହେଉଛି  । ଆଜିକାଲି ପ୍ରାୟ ସବୁ ଲୋକଙ୍କ ଘରେ ଗାଡି ଥିବା ଆପଣମାନେ ଦେଖିଥିବେ  । କିନ୍ତୁ ଏମିତି ଏକ ଗାଁ ଅଛି , ଯେଉଁଠାରେ ଲୋକଙ୍କ ପାଖରେ ଦୁଇ କିମ୍ବା…

ଗଣଦେବତା ଶ୍ରୀଗଣେଶଙ୍କ ଉପାସନା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେଉଁ ପ୍ରାଚୀନ କାଳରୁ ଧର୍ମ ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି ସାଜିଛି । ଚକ୍ର ବିହୀନ ରଥ ଯେପରି ଗତିହୀନ, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଅସମ୍ଭବ । ତେଣୁ ଯୁଗ ଯୁଗ ଧରି ଭାରତ ମାଟିରେ ଧର୍ମ…

ବିଦ୍ୟାଦାତା ଶ୍ରୀଗଣେଶ

ବନ୍ଦିତା ଦାଶ ଗଣଙ୍କର ଈଶ ବା ଈଶ୍ବର ହେଉଛନ୍ତି ଗଣେଶ। ସବୁ ଦେବାଦେବୀଙ୍କ ପୂଜା ଆରମ୍ଭରେ ଗଣେଶ ପୂଜାପାଆନ୍ତି। ପାର୍ବତୀ ଓ ଶିବଙ୍କର ସେ ସାନପୁଅ। କାର୍ତ୍ତିକେୟଙ୍କର ସେ ସାନଭାଇ। ବାଧ୍ଯ ସନ୍ତାନ ଗଣେଶ ମାଙ୍କର କଥାମାନି ଦ୍ବାର ଜଗିଥିବାବେଳେ ଶିବଙ୍କୁ ବି ଛାଡିନଥିଲେ ଭିତରକୁ। ଫଳତଃ,…

ସାଉଥ୍ ସିନେମା ଜଗତରେ ଶୋକର ଛାୟା: ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ବର୍ଷର ଝିଅ ଲାରାର ଆତ୍ମହତ୍ୟା

ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷର ଝିଅ ଲାରା ଆଣ୍ଟୋନୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଏହି ଘଟଣା ଘଟିଛି  । ଯାହାକୁ ନେଇ ସମଗ୍ର ସାଉଥ୍ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି  । ଭୋର୍ ସକାଳ…

କବିତା : ଆହେ ଗଜାନନ

 ସାଧନା ପଣ୍ଡା   ବିଘ୍ନ ବିନାଶନ ପାର୍ବତୀ ନନ୍ଦନ ଆହେ ପ୍ରଭୁ ଗଜାନନ ସିଦ୍ଧିଦାତା ତୁମେ ଜ୍ଞାନର ଭଣ୍ଡାର ସର୍ବଗ୍ରେ ତବ ପୂଜନ। ସଂସାରରେ ଯଶ ଧନ ମାନ ଜନ କରୁଣାରୁ ତବ ମିଳେ ବିଦ୍ୟା ଦାତା ତୁମେ କରୁଣା ସାଗର ଫେଡ ଅଜ୍ଞାନକୁ ହେଳେ। କି ଦରବ ଦେଇ ପୂଜିବୁ ତୁମ୍ଭଙ୍କୁ ସବୁ ତ…