ରାସ୍ତାକଡରେ ପଡିଛି ବ୍ୟକ୍ତିଙ୍କ ମୃତଦେହ: ଦୋଷୀକୁ ଗିରଫ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
ଅନୁଗୁଳ: ଅନୁଗୁଳ ଛେଳିଆପଦାରେ ଅଭାବନୀୟ ଘଟଣା ଘଟିଛି । ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ବାଲିଗଦା ଉପରେ ବ୍ୟକ୍ତିଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକ କାଙ୍କୁଲା ଗାଁର ସଂଗ୍ରାମ ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳୁ…