Latest Odisha News

BREAKING NEWS

Yearly Archives

2023

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ! ବଢିପାରେ ବର୍ଷା

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହା ଉତ୍ତର ବଙ୍ଗୋପ ସାଗରର ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରିପାରେ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ,…

କାଶ୍ମୀରରେ ପାକିସ୍ତାନର ହିଂସା ଷଡଯନ୍ତ୍ର: ଏଲଓସି ନିକଟକୁ ଆତଙ୍କୀ ଶିବିର ସ୍ଥାନାନ୍ତର

ଦିଲ୍ଲୀ : ଜାମ୍ମୁ-କାଶ୍ମୀରକୁ ଅଶାନ୍ତ କରିବାକୁ ପାକର ଷଡଯନ୍ତ୍ର  । ଅଧିକରୁ ଅଧିକ ଆତଙ୍କୀଙ୍କୁ ଅନୁ ପ୍ରବେଶ କରାଇବା ଲାଗି ପାକିସ୍ତାନ ଉଦ୍ୟମ କରୁଛି  । ସେଥିପାଇଁ ପାକିସ୍ତାନୀ ସେନା ସୀମା ଆରପଟେ ରହିଥିବା ଆତଙ୍କୀ ଶିବିର ଓ ଲଞ୍ଚ  ପ୍ୟାଡକୁ ଏବେ ନିୟନ୍ତ୍ରଣ ରେଖା ନିକଟକୁ ସ୍ଥାନାନ୍ତର…

କେରଳରେ ନିପା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି, ଅନୁଧ୍ୟାନ ପାଇଁ ପହଁଚିଛି କେନ୍ଦ୍ରୀୟ ଟିମ୍

ଥିରୁଅନନ୍ତପୁରମ: କେରଳରେ ନିପା ସଂକ୍ରଣକୁ ନେଇ ଚିନ୍ତା ବଢ଼ି ଚାଲିଥିବା ବେଳେ କେରଳର କୋଝିକୋଡ଼ ଜିଲ୍ଲାରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ୩୯ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ନମୁନା ପଜିଟିଭ୍…

ରହସ୍ୟମୟ ଦୁର୍ଗ: ଏଠାକୁ ଯିବା ତ ସହଜ କିନ୍ତୁ ଫେରିବା କଷ୍ଟ

ମୁମ୍ବାଇ: ଭାରତରେ ଏପରି ଅନେକ ଦୁର୍ଗ ଅଛି ଯାହା ରହସ୍ୟରେ ଘେରି ହୋଇ ରହିଛି । ଯାହା ଦେଖିବାକୁ ତ ବହୁତ ସୁନ୍ଦର ଲାଗିଥାଏ ମାତ୍ର ସେଠାକୁ ଗଲେ ଲୋକ ମୃତ୍ୟୁ ମୁଖରେ ପଟିଥାନ୍ତି । ତେବେ ଆମ ଦେଶରେ ଏପରି ଏକ ଦୁର୍ଗ ଅଛି ଯେଉଁଠିକି କେହିବି ତ ସହଜରେ ଯାଇପାରିବ ମାତ୍ର ସେଠାରୁ ଫେରିବା ଏତେ ସହଜ…

ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସିତ : ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୧୫ ଫୁଟ୍

ସମ୍ବଲପୁର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ଖୋଲିଛି  । ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି  । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୧୫…

ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ୍: ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ

ଦିଲ୍ଲୀ : ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୨୦୨୩  । ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି  । ଏହି ଆଇନ ଲାଗୁ ହେବା ଦ୍ବାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ବ ଅନେକ ମାତ୍ରାରେ ବଢିଯିବ  । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ନୂଆ…

ଆପଣ ବି ଅଣ୍ଡା ରୋଲ ଖାଉଛନ୍ତି କି ସାବଧାନ! ହୋଇପାରେ ସାଙ୍ଘାତିକ ରୋଗ

ଦିଲ୍ଲୀ: ଅଣ୍ଡା ରୋଲ ଖାଇବାକୁ ପ୍ରାୟ ଲୋକ ଭଲ ପାଆନ୍ତି? ଅନେକ ପ୍ରକାରର ଅଣ୍ଡା ରୋଲ୍ ଅଛି । କେହି କେହି ଡବଲ୍ କିମ୍ବା ଆଉ କେହି ଗୋଟିଏ ଅଣ୍ଡା ରୋଲ୍ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଅଣ୍ଡା ରୋଲ ଆପଣଙ୍କ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ? ଏହା ଜାଣି ଆପଣ…

କବିତା : କବିତା ଭଳି କିଛି

ସ୍ମୃତି ରଞ୍ଜନ ତ୍ରିପାଠୀ ସେ ଢ଼ୋକିଦେଲା ସବୁତକ ପାପ ଓଠର ପାସୋରିଗଲା ଅଭିମନ୍ତ୍ରିତ ଜପ ନ୍ୟାସ ରୁଦ୍ରାକ୍ଷରେ ଗଢା ନିଃଶ୍ୱାସର, ଗୋଟେ ଅଣ ଅକ୍ଷରକୁ ଜୀବନର ଅଭିଧାନରେ ସମ୍ଭୋଧିତ କରିବା ଏତେ ସହଜ ନଥିଲା ଯଦିଚ ବିଶ୍ୱାସକୁ ନିହାଣ ମୁନରେ ବାରମ୍ବାର ଆଘାତ ଦେଇ ମୂର୍ତ୍ତିଟିଏ…

ଅନନ୍ତନାଗ ଏନକାଉଣ୍ଟର : ଆତଙ୍କବାଦୀଙ୍କ ସହ ଗୁଳିମାଡବେଳେ ଆହତ ହୋଇଥିବା ଯବାନ ସହିଦ

ଜମ୍ମୁ: ଜମ୍ମୁ କାଶ୍ମୀର ଅନନ୍ତନାଗ ଏନକାଉଣ୍ଟର ଘଟଣା  । ଆଉ ଜଣେ ଯବାନ ସହିଦ  । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ପୂର୍ବରୁ ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର…

ଭାଷା ଭାଗବତ : କାଳାଧୀନ ମଣିଷ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତ ଆଉ ଭବିଷ୍ୟତ ବର୍ତମାନରେ ସମାହିତ ସ୍ମୃତି ଓ ସ୍ବପ୍ନ ହୋଇ ଯୁକ୍ତ କରଂତି ବିଶ୍ବକୁ ଉନ୍ନତ ଯେଉଁ କାଳରେ କରୁଁ ବାସ ତହିଁର ବିଷାଦ, ଉଲ୍ଲାସ ସହିତ କାଂଦ ଆଉ ହସ ଯୋଗାଏ ଆମକୁ ସାହସ କଲେ ଅତୀତ କୀର୍ତିଗାନ ଦେଖିଲେ…