Latest Odisha News

BREAKING NEWS

Yearly Archives

2023

ଲଣ୍ଡନରେ ଭାରତୀୟ କୂଟନୀତିଜ୍ଞ ଉପରେ ଆକ୍ରମଣ କରିଥିବା ୧୫ ଖଲିସ୍ତାନ ସମର୍ଥକ ଚିହ୍ନଟ

ନୂଆଦିଲ୍ଲୀ: ଲଣ୍ଡନରେ ଭାରତୀୟ କୂଟନୀତିଜ୍ଞ ଉପରେ ଖାଲିସ୍ତାନ ସମର୍ଥକଙ୍କ ଆକ୍ରମଣର ତଦନ୍ତ କରୁଥିବା ଏନଆଇଏ ୧୫ ଜଣଙ୍କୁ ଚିହ୍ନଟ କରିଛି। ଦୁଇମାସ ପୂର୍ବରୁ ଅନୁସନ୍ଧାନକାରୀ ସଂସ୍ଥା ୪୫ ଆକ୍ରମଣକାରୀଙ୍କ ଫଟୋ ଜାରି କରିଥିଲା। ମେ ମାସରେ, ଏକ ଏନଆଇଏ ଟିମ୍ ଲଣ୍ଡନର ହାଇ କମିଶନଙ୍କ ଉପରେ ଆକ୍ରମଣ…

ଅଜବ ଖବର: ପରୀକ୍ଷା ଖାତାରେ ଏପରି କିଛି ଲେଖିଲେ ପରୀକ୍ଷାର୍ଥୀ, ଉତ୍ତର ଦେଖି କୋମାକୁ ଚାଲିଗଲେ ଶିକ୍ଷକ

ନୂଆଦିଲ୍ଲୀ: ଯେତେବେଳେ ଆମେ ସମସ୍ତେ ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଯାଉ ସେତେବେଳେ ଆମେ ବିଭିନ୍ନ ପ୍ରକାରର ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଥାଉ । ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଏପରି ଥାଆନ୍ତି ଯେଉଁମାନେ ପାଠ ପଢିବା ପାଇଁ ଆଗ୍ରହୀ ଥାଆନ୍ତି ଏବଂ ଆଉ କିଛି ଏପରି ଥାଆନ୍ତି…

ବିଧାନସଭା ଗ୍ରନ୍ଥାଗାର କମିଟିର ରାଜ୍ଯ ଗ୍ରନ୍ଥାଗାର ପରିଦର୍ଶନ

ଭୁବନେଶ୍ବର : ଓଡ଼ିଶା ବିଧାନସଭା ଗ୍ରନ୍ଥାଗାର କମିଟି ଓ ଅନାନ୍ୟ ସଭ୍ୟମାନେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଓଡ଼ିଶା ବିଧାନସଭା ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବିଧାୟକ ଶଶୀଭୁଷଣ ବେହେରା, ବିଧାୟକ…

ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍: ସମ୍ବଲପୁରରୁ ଚିହ୍ନଟ ହେଲେ ଆଉ ୩ ଆକ୍ରାନ୍ତ

ସମ୍ବଲପୁର: ଡ଼େଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରପ ଟାଇଫସ ଆତଙ୍କ । ଟ୍ରମ୍ବୀ କୁଲାଇଟ କୀଟ କାମୁଡିବ ଦ୍ୱାରା ଏହି ଜ୍ୱର ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।…

ଖୋଲିଲା ଚୀନର ଅସଲ ମୁଖା, ଚୀନର ପ୍ରକୃତ ମାନଚିତ୍ର ସେୟାର କଲେ ପୂର୍ବତନ ସେନା ମୁଖ୍ୟ

ନୂଆଦିଲ୍ଲୀ: ମିଳିଲା ଚୀନର ପ୍ରକୃତ ମାନଚିତ୍ର। ଏହି ମାନଚିତ୍ର ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି ପୂର୍ବତନ ସେନା ମୁଖ୍ୟ ମନୋଜ ନରଭଣେ। ମାନଚିତ୍ରରେ ତାଇୱାନ, ହଂକଂ, ତିବ୍ଦତ, ଗ୍ରୀସ୍ ଏବଂ ଚୀନ୍ ସୀମାବର୍ତ୍ତୀ ଦେଶଗୁଡିକ ଚୀନ୍ ଦ୍ୱାରା ଅଧିକୃତ ବୋଲି ଦର୍ଶାଯାଇଛି। ଚୀନ୍‌ର ନୂତନ…

ଦାସିଆ ଅଜାଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ବର : ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ଓଡ଼ିଆ ଜାତିର ଗର୍ବ ଓ ଗୌରବ ଦାସରଥି ପଟ୍ଟନାୟକଙ୍କ ( ଦାସିଆ ଅଜା)ଙ୍କ ୨୬ ତମ ତିରୋଧାନ ଦିବସ ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ପାଳିତ ହୋଇଯାଇଛି। ଗ୍ରନ୍ଥାଗାରର ନିର୍ଦ୍ଦେଶକ ଦିଲୀପ ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ଏହି…

ପରଲୋକରେ ସ୍ଵନାମଧନ୍ୟ ପ୍ରାଣୀ ଚିକିତ୍ସାବିତ୍ ପ୍ରଫେସର ଜୀବନାନନ୍ଦ ମହାନ୍ତି

ଭୁବନେଶ୍ବର: ଆଜି ସକାଳେ ପଶୁ ଚିକିତ୍ସା ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା  ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶଲ୍ୟ ଚିକିତ୍ସା ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଜୀବନାନନ୍ଦ ମହାନ୍ତିଙ୍କର ପରଲୋକ ଘଟିଛି  । ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି…

କଶ୍ମୀର ଫାଇଲ୍ସର ସଫଳତାକୁ ନେଇ ନାସିରୁଦ୍ଦିନଙ୍କ ‘ଭୟଙ୍କର’ ପ୍ରତିକ୍ରିୟା:  ବିବେକ ଦେଲେ ଜବାବ

ମୁମ୍ବାଇ:କଶ୍ମୀର ଫାଇଲ୍ସକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ବିବାଦ । ଦୀର୍ଘ ଏକ ବର୍ଷ ପରେ କାଶ୍ମୀର ଫାଇଲ୍ସକୁ ନେଇ ମୁହାଁମୁହିଁ ହୋଇଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଅଭିନେତା ନାସିରୁଦ୍ଦିନ ଶାହ । ନାସିରୁଦ୍ଦିନ ଖାଲି କାଶ୍ମୀର ଫାଇଲ୍ସ ନୁହେଁ ବରଂ ଗଦ୍ଦର-୨ର ସଫଳତାକୁ ନେଇ…

ଚର୍ଚ୍ଚାରେ ମୋଦୀଙ୍କ ଦ୍ଵାରା G20ରେ ମିଳିଥିବା ଉପହାର, ଜାଣନ୍ତୁ କ’ଣ ଅଛି ଏହି ଉପହାର ବାକ୍ସରେ

ନୂଆଦିଲ୍ଲୀ: ଶେଷ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ପ୍ରାୟ ୨୦ଟି ଦେଶର ନେତା ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ଭାରତ ଆସିଥିଲେ । ସଫଳତା ର ସହ ସମ୍ମଳିନୀ ଶେଷ କରିବା ସହ ଏଥିରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏହାଛଡା ସମ୍ମିଳନୀ ଶେଷ ହେବା ପରେ ଭାରତ ପକ୍ଷରୁ ଅତିଥି ମାନଙ୍କୁ…