କେରଳରେ ବ୍ୟାପୁଛି ନିପା ଭାଇରସ: ୯ ବର୍ଷର ଶିଶୁ ସମେତ ଆଉ ୨ ଜଣ ଆକ୍ରାନ୍ତ, ୨ ମୃତ
ଥିରୁଭାନନ୍ତପୁରମ୍: କେରଳର କୋଜିକୋଡେ ଜିଲ୍ଲାରେ ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଆଉ ୩ଟି ଜିଲ୍ଲା କନ୍ନୁର, ୱାୟନାଡ ଏବଂ ମଲପ୍ପୁରମରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ୭ଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଚ ଜୋନ୍ କରାଯାଇଛି। କଣ୍ଟେଣ୍ଟମେଣ୍ଟ ଜୋନ୍ ଅଞ୍ଚଳ…