କେନ୍ଦ୍ରମନ୍ତ୍ରୀ ଭିତରେ ବୈଠକ କରୁଥିଲେ, ବାହାରେ ଅସନ୍ତୁଷ୍ଟ କର୍ମୀ ତାଲା ପକାଇ ଦେଲେ
କୋଲକାତା: ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ମଙ୍ଗଳବାର ବିଜେପି କର୍ମୀମାନେ କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାରଙ୍କୁ ନିଜ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଜିଲ୍ଲା ଶାଖା ପରିଚାଳନାରେ ସେ 'ଏକଛତ୍ରବାଦ' ଭଳି ବ୍ୟବହାର କରୁଥିବା ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି।
କେନ୍ଦ୍ରଶିକ୍ଷା…