ସୁପରଫିଟ୍ ଜେଜେମା : ଫଟୋ ଦେଖି ତାଙ୍କ ପ୍ରେମରେ ଯୁବକ ପାଗଳ
ଅଷ୍ଟ୍ରେଲିଆ: ଆଜିକାଲି ଅଧିକାଂଶ ଲୋକ ନିଜକୁ ଫିଟ୍ ଓ ସୁସ୍ଥ ରଖିବାକୁ ଚାହୁଁଛନ୍ତି । ସେଥିଲାଗି ନିୟମିତ ଜିମ୍ ଯିବା ସହ ବ୍ୟାୟାମ ବି କରୁଛନ୍ତି । ମୋଟାପଣ ଅନେକ ରୋଗର କାରଣ ହୋଇଥାଏ । ଏଥିପାଇଁ ଲୋକମାନେ ସେମାନଙ୍କର ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ତଥାପି ଏହି ଯାତ୍ରା ସହଜ…