୧୦ ଡିଗ୍ରୀ ତଳେ ୧୦ସହର : ଜି.ଉଦୟଗିରି ସବୁଠୁ ଥଣ୍ଡା
ଭୁବନେଶ୍ବର: ଜାଡରେ ଥରୁଛି ସାରା ଓଡିଶା । ଅସହ୍ୟ ଶୀତ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିଦେଇଛି । ଶୀତରୁ ରକ୍ଷା ପାଇବା ପାଇଁ କିଏ ନିଆଁ ପୋଇଁ ହେଉଛି ତ କିଏ ବ୍ୟାୟାମ କରୁଛି । ସକାଳୁ ସକାଳୁ ଚା ଦୋକାନରେ ବି ଭିଡ ପରିଲକ୍ଷିତ ହେଉଛି । ୧୦ ଡିଗ୍ରୀ ତଳେ ରହିଛି ୧୦ ସହର । ୬.୫ ଡିଗ୍ରୀ ସହ…