Latest Odisha News

BREAKING NEWS

Yearly Archives

2023

ଦିନିକିଆ କ୍ୟାରିୟରରେ ୫୦ତମ ଅର୍ଦ୍ଧଶତକ ପୂରଣ କଲେ ରୋହିତ

କଲମ୍ବୋ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଦିନିକିଆରେ ୫୦ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ପାକିସ୍ତାନ ବିପକ୍ଷ ଏସିଆ କପ ସୁପର ଫୋର ମୁକାବିଲାରେ ସ୍ୱେଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତର ୮ମ ବ୍ୟାଟ୍ସମ୍ୟାନ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ୪୯ ବଲରେ ୫୬…

କୁକୁରଙ୍କ ପାଇଁ ସ୍ୱତନ୍ତ୍ର ପାର୍କ ,ଯେଉଁଠି ରହିଛି ଅନେକ ସୁବିଧା

ଲୁଧିଆନା: ଦୁନିଆରେ ଅନେକ ଭିନ୍ନ ଭିନ୍ନ ପାର୍କ ଅଛି, ଯେଉଁଠାକୁ ଲୋକମାନେ ଅବସରବିନୋଦନ ପାଇଁ ଯାଇଥାନ୍ତି । ଆଉ ଛୋଟ ପିଲାମାନେ ଖେଳିବା ପାଇଁ ଯାଇଥାନ୍ତି । ଏମିତି କି ଭ୍ରମଣ, ଯୋଗ ଏବଂ ବ୍ୟାୟାମ ମଧ୍ୟ କରନ୍ତି । ଆଉ ପ୍ରିୟଜନମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ମୁହୂର୍ତ୍ତ ପ୍ରକୃତି ନିକଟରେ…

ଦୁର୍ଗା ପୂଜା ଲାଗି ଶାନ୍ତି କମିଟି ବୈଠକ: ଚଳିତବର୍ଷର ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି

କଟକ: ଦୁର୍ଗା ପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ଆଲୋଚନା କରାଯାଇଛି। ତେବେ ଚଳିତବର୍ଷର…

ଜି-୨୦ ରାତ୍ରୀ ଭୋଜନରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ବିଜେଡିକୁ ବିଜେପିର ଟାର୍ଗେଟ। ଏଥର ଟାର୍ଗେଟ କରିଛି ଜି-୨୦ ଶିଖର ସମ୍ମିଳନୀକୁ ନେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ…

ଜି-୨୦ର ଅଧ୍ୟକ୍ଷ ଭାବରେ ଭାରତ ‘ଗ୍ଲୋବାଲ ସାଉଥ’ର ସ୍ଥିତିକୁ ମଜବୁତ କରିଛି: ଭାରତକୁ ଋଷିଆର ପ୍ରଶଂସା

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଇତିମଧ୍ୟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିସାରିଛନ୍ତି। ଏଥିସହିତ ନଭେମ୍ବର ଶେଷ ଆଡ଼କୁ ଜି-୨୦ ଏକ ଭର୍ଚ୍ଚୁଆଲ ଅଧିବେଶନ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ବି ଦେଇଛନ୍ତି। ଏହି ଜି-୨୦ ର ସଂଯୁକ୍ତ…

ଇଟାଲିଆନ ମଡେଲଙ୍କ ପ୍ରେମରେ ଟାଇଟାନିକ୍ ଅଭିନେତା ଲିଓନାର୍ଡୋ

ମୁମ୍ବାଇ: ହଲିଉଡ଼ ଅଭିନେତା ଲିଓନାର୍ଡୋ ଡ଼ିକାର୍ପିଓ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ଜଣେ ୨୫ ବର୍ଷୀୟା ଇଟାଲିଆନ ମଡ଼େଲଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଇଟାଲିଆନ ମଡ଼େଲ ଭିଟୋରିଆ ସେରେଟି ଓ ୪୮ ବର୍ଷୀୟ ଅଭିନେତା ଲିଓନାର୍ଡ଼ୋ ବାରମ୍ବାର ଏକାଠି ନଜର ଆସୁଛନ୍ତି । କିଛି ଦିନ…

ତୃତୀୟ ଥର ପାଇଁ ମାଆ ହେବେ ଜେନେଲିଆ

ମୁମ୍ବାଇ : ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଜେନେଲିଆ ଦେଶମୁଖ । ନିକଟରେ ସେ ଏକ ଇଭେଣ୍ଟରେ ନଜର ଆସିଥିଲେ । ଏଥିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଜେନେଲିଆଙ୍କ ପେଟ ଓ ପୋଷାକ । ସେ ବାରମ୍ବାର ପେଟ ଉପରେ ହାତ ରଖୁଥିବାରୁ ସେ ଗର୍ଭବତୀ ଥିବା ନେଇ ତାଙ୍କ…

ଅଚିହ୍ନା ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଦିନ ଦ୍ଵିପହରେ ଯୁବତୀଙ୍କୁ ଛୁରାମାଡ଼

କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ୱୀପହରରେ ପାର୍ଲର ଭିତରେ ପଶି ବିବାହିତା ମହିଳାଙ୍କୁ ଛୁରା ମାଡ଼। ଆହତ ମହିଳା ଜଣଙ୍କ ହେଇଛନ୍ତି ତେଲେଙ୍ଗା ବଜାର ଅଞ୍ଚଳରେ ସୁଚିତ୍ରା ଖଟୁଆ । ଦୁର୍ବୃତ୍ତ ଜଣକ ମୁଁହ ରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି ପାରି ନ ଥିଲେ । ତେବେ…

ପାକିସ୍ତାନୀ କହୁଛନ୍ତି ଯେ ଭାରତର ବିଭାଜନ ଏକ ବଡ ଭୁଲ୍ ଥିଲା

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀରେ ସାରା ବିଶ୍ୱର ବିଶିଷ୍ଟ ନେତାମାନଙ୍କର ମେଳା ଲାଗିଛି । ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ଦେଶର ବଡ ନେତାମାନେ ଭାରତ ଆସିଛନ୍ତି। ଅନ୍ୟପକ୍ଷରେ, ଭାରତରେ ଜି -୨୦ର ବିଶାଳ ଆୟୋଜନକୁ ନେଇ ପାକିସ୍ତାନର ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।…

ବିରୋଧୀଙ୍କୁ ଫାଇଭ ଟି କାମର ହିସାବ ଦେଲା ବିଜେଡି !

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲଗାତର ଫାଇଭ ଟି ଉପରେ ଶାଣିତ ଆକ୍ରମଣ ସହ ବିରୋଧୀ ନେତାମାନେ ତାଙ୍କ ସାଥ ଦେବା ରାଜନୈତିକ ସ୍ଥିତିକୁ ଜଟିଳ କରିଛି। ଏଭଳି ସ୍ଥିତିରେ…