Latest Odisha News

BREAKING NEWS

Yearly Archives

2023

ଆ’ ଜହ୍ନରେ ଲେଖିବା ନାଁ: ଜହ୍ନ ରାଇଜରେ ଜାଗା କିଣି ପତ୍ନୀଙ୍କୁ ଉପହାର ଦେଲେ ପଶ୍ଚିମବଙ୍ଗର ଯୁବକ

"ଜହ୍ନ ରାଇଜରେ ଜାଗାଟେ କିଣିଛି...ତାରା ଫୁଲରେ ଘରଟେ କରିଛି ।" ସୁପରହିଟ୍ ଆଲବମର ଏହି ଗୀତ ଏବେ ବାସ୍ତବରେ ରୂପାନ୍ତରିତ ହୋଇଛି । ବିଜ୍ଞାନର ଅଗ୍ରଗତି, ବୈଜ୍ଞାନିକମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ଓ ଆଧୁନିକ ଜ୍ଞାନ କୌଶଳ ବଳରେ ଆଜି ମଣିଷ ଚନ୍ଦ୍ରପୃଷ୍ଠରେ କେବଳ ପହଞ୍ଚି ନାହିଁ ସେଠାରେ ଜମି…

ଏମପିରେ ବିଜେପିକୁ କଂଗ୍ରେସ ଭରସା ! ଦଳୀୟ ବ୍ୟାନରରେ କଂଗ୍ରେସ ନେତାଙ୍କ ଫଟୋ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି କଂଗ୍ରେସ ଲଢେଇ ଚରମ ସୀମାରେ ପହଂଚିଛି। ଉଭୟ ଦଳ ବିଭିନ୍ନ ମାଧ୍ୟମରେ ଲୋକଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡିଛନ୍ତି। ବିଜେପି ପକ୍ଷରୁ ଜନ ଆଶୀର୍ବାଦ ଯାତ୍ରା ଚାଲିଥିବା ବେଳେ କଂଗ୍ରେସ ମଧ୍ୟ ଜନ ଆକ୍ରୋଶ ଯାତ୍ରା ଆରମ୍ଭ…

ଘୋଷିରେ ହରାଇବା ପରେ ବିଜେପିକୁ ଅଖିଲେଶଙ୍କ ଜି ୨୦ ତୀର!

ଭୁବନେଶ୍ୱର: ଜି ଟ୍ୱେଣ୍ଟି ଶିଖର ସମ୍ମିଳନୀ ଚାଲିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ ଆସିଛି। ସେଥିରେ ଏନଡିଏ ବିରୋଧରେ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଚାରୋଟି ସିଟ ଜିତିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉତ୍ତରପ୍ରଦେଶର ପୂର୍ବତନ…

ସଫଳତାର ସହ ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ସୌର ଅଭିଯାନ ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ ନେଇ ଇସ୍ରୋର ଆଉ ଏକ ସଫଳତା । ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ ଏଲ-୧ । ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ କକ୍ଷପଥ ପରିବର୍ତ୍ତନ କରି ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ । ଏବେ…

ଅଭୁଲା ଗୀତ : ତୁମକୁ ପାରୁନି ତ ଭୁଲି

ଗାୟନ : ମହମ୍ମଦ ରଫି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ ଚଳଚ୍ଚିତ୍ର : ଅରୁନ୍ଧତୀ, ୧୯୬୯ ତୁମକୁ ପାରୁନି ତ ଭୁଲି ମୁହଁରେ ହସ ଏ ଛାତିରେ ଦରଜ ରଖି ମୁଁ ଯାଉଛି ଯେ ଚାଲି ତୁମକୁ ପାରୁନି ତ ଭୁଲି ବରଷା ନହେଲେ ଶୁଖେ ସିନା…

ବିଶ୍ଵ ଦେଖିଲା ଓଡିଆ କାରୀଗରି, ବିଶ୍ଵକୁ ବାର୍ତ୍ତା ଦେଲା କୋଣାର୍କ ଚକ୍ର

ନୂଆଦିଲ୍ଲୀ: ବିଶ୍ଵ ଦେଖିଲା ଓଡିଆ କାରୀଗରି । ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍‌’ରେ ଝଲସୁଛି ରାଜ୍ୟର ପ୍ରାଚୀନ ଐତିହ୍ୟ । ଜି-୨୦ ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ସମ୍ମୁଖରେ ବିଶ୍ଵନେତାଙ୍କୁ କରିଥିଲେ…

ବିଶ୍ୱର ୨୦ଟି ଲୋକପ୍ରିୟ ଆପ୍, ସର୍ବାଧିକ ବ୍ୟବହାର କରନ୍ତି ସ୍ମାର୍ଟଫୋନ୍ ୟୁଜର୍ସ

ମୁମ୍ବାଇ: ଆଜିର ଦିନରେ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ବିଶେଷ କରି ମୋବାଇଲ୍ ଆପ୍ ବିନା ସ୍ମାର୍ଟଫୋନରେ କାମ କରିବା ସହଜ ନୁହେଁ। ଆଜି ଆମେ ଆପଣଙ୍କୁ ବିଶ୍ୱର ସର୍ବାଧିକ ବ୍ୟବହୃତ ଆପ୍ ବିଷୟରେ କହିବାକୁ ଯାଉଛୁ, ଯାହା ଟପ୍ ୨୦ ଲୋକପ୍ରିୟ ଆପ୍…

କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା, ଏଣିକି କଲେଜରେ ରିଲ୍ସ ମନା

ବ୍ରହ୍ମପୁର: କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ କଲେଜ ପକ୍ଷରୁ ପ୍ରକାଶ ପାଇଲା ତତ୍ପରତା । ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ଏଣିକି ରିଲ୍ସ କରିବାକୁ ବାରଣ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଲେଜ ପକ୍ଷରୁ…

କୃଥିକା ପ୍ରଭାକରନଙ୍କ ଲିଗାଲ ନୋଟିସକୁ ଅପରାଜିତାଙ୍କ ଚାଲେଞ୍ଜ: ଟୁଇଟ କରି ପଚାରିଲେ ଏତେ ସାହାସର କାରଣ କ’ଣ ?

ଭୁବନେଶ୍ୱର:କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ  । ଟୁଇଟ କରି ଖୋଲା ଚାଲେଞ୍ଜ ଦେଇଛନ୍ତି ସାଂସଦ ଅପରାଜିତା । କୃଥିକା ପ୍ରଭାକରଣଙ୍କ ସାହାସକୁ ନେଇ ପ୍ରଶ୍ନ କରିଛନ୍ତି । ଏତେ ସାହାସର କାରର କ’ଣ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାଗ କରିଛନ୍ତି ସାଂସଦ…

ଜି-୨୦ରେ ଝଲସୁଛି ଭାରତୀୟ ପରମ୍ପରା, ଶାଢୀରେ ନଜର ଆସିଲେ ବିଶ୍ଵ ନେତାଙ୍କ ପତ୍ନୀ

ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଦେଖିବାକୁ ଅନେକ ଭାରତୀୟ ଝଲକ । ଭବ୍ୟ ନୈଶ୍ୟଭୋଜିରେ ପାରମ୍ପରିକ ଭାରତୀୟ ଖାଦ୍ୟର ଆନନ୍ଦ ନେଇଛନ୍ତି ବିଶ୍ୱନେତା ଓ ଆମନ୍ତ୍ରିତ ଅତିଥି । ଭାରତୀୟ ପରମ୍ପରା, ରୀତିନୀତିକୁ ରାଷ୍ଟ୍ରପତିଙ୍କ ଏହି…