Latest Odisha News

BREAKING NEWS

Yearly Archives

2023

ଏବେ ବଞ୍ଚିଛି ଅନ୍ଧବିଶ୍ବାସ : ମୃତ ପିଲାକୁ ଜୀବିତ କରିବାକୁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା, ଭିଡିଓ ଭାଇରାଲ

ଜଳେଶ୍ବର : ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ। ମୃତ ନାବାଳକକୁ ଜୀବିତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର ଲୋକେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା…

କବିତା : ଏଥର ଚୁପ ରୁହ

ନିରଞ୍ଜନ ନାୟକ ସରଳ ମଣିଷମାନେ ଚିତ୍କାର କର ଯେତେ ଗଳା ଫଟାଇ କାକୁତି ମିନତି ହୁଅ କେହି ଶୁଣିବେନି ରାସ୍ତା ରେ ଧାରଣା ! ସଂଗ୍ରାମ ! ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହଙ୍ଗର ଷ୍ଟ୍ରାଇକ ଏସବୁର କ’ଣ ମୂଲ୍ୟ ଅଛି ! ସେମାନେ ପରା କିଣିନିଅନ୍ତି ତୁମ ଦଳର ଯେଉଁ ଦଳପତି…

ଭାଷା ଭାଗବତ : ଏହି ଦୁରବସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନଦୀ ପିଏନି ନିଜ ଜଳ ଗଛ ଖାଏନି ନିଜ ଫଳ ଫୁଲ ଶୁଂଘେନି ନିଜ ବାସ ସୂର୍ଯକୁ ଅଲୋଡ଼ା ପ୍ରକାଶ ପାରସ୍ପରିକ ନିର୍ଭରତା ଯୋଗୁଁ ସଂଭବ ବିଶ୍ବ ସତ୍ତା ସଭିଏଁ କରୁଥାଂତି ଦାନ ତେଣୁ ତ ରହିଛି ଜୀବନ ସ୍ବୟଂଚାଳିତ ଯେଣୁ ବାୟୁ…

ଆମ୍ବୁଲାନ୍ସ-ଭ୍ୟାନ୍ ଧକ୍କା: ୪ ଗୁରୁତର, ବାଲେଶ୍ବର ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଏନଏଚ୍ ୧୬ ରୁପସା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  । ଏକ ଆମ୍ବୁଲାନ୍ସ ପିକଅପ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଛି  । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ…

ଆସୁଛି ଲଘୁଚାପ : ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷିବ ! ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସୁଛି ଲଘୁଚାପ  ।  ଆସନ୍ତାକାଲି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ  ସୃଷ୍ଟି ହେବ । ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ଏବଂ ୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ିଘଡ଼ି ସହ ବର୍ଷା ପାଇଁ ୨୨…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମନ୍ତ୍ର ଉଚ୍ଚାରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ପାଳନର ମୂଖ୍ୟ ହେଲା ମନ୍ତ୍ର ଉଚ୍ଚାରଣ ଏ ବିଷୟରେ ଆମେ ସମ୍ୟକ ଆଲୋଚନା କଲେ । ସଠିକ ଉଚ୍ଚାରିତ ମନ୍ତ୍ରର ତିନୋଟି ଶକ୍ତି ବିଷୟରେ ମଧ୍ଯ ଜାଣିଲେ। ଜଣେ…

ସୌର ମିଶନ କାଉଣ୍ଟଡାଉନ୍ : ଆଜି ମହାକାଶକୁ ଯାତ୍ରା କରିବ ଆଦିତ୍ୟ ଏଲ୍-ୱାନ

ଦିଲ୍ଲୀ :  ଆଉ କିଛି ଘଣ୍ଟାର ଅପେକ୍ଷା ରହିଛି  । ଇତିହାସ ରଚିବ ଇସ୍ରୋ। ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିବ ସୂର୍ଯ୍ୟ ଅଭିଯାନ । ସୌର ଜଗତ ସକଳ ଶକ୍ତିର ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ସୂର୍ଯ୍ୟ ଅଭିମୁଖେ ବାହାରିବ ଇସ୍ରୋର ଯାନ। ଲଞ୍ଚପ୍ୟାଡରେ ପ୍ରସ୍ତୁତ ରହିଛି…

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆସିବ ମହିଳା ସଂରକ୍ଷଣ ବିଲ୍!

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮-୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ସମ୍ଭାବ୍ୟ ଏଜେଣ୍ଡାକୁ ନେଇ ସବୁ କଳ୍ପନା ଜଳ୍ପନା ମଧ୍ୟରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲକୁ ଆଗତ କରାଯିବ ବୋଲି ଅନ୍ୟତମ ସମ୍ଭାବନା ଭାବେ ବିବେଚନା କରାଯାଉଛି। ତେବେ ଏହି ଅଧିବେଶନରେ କେଉଁ…

ଜେଟ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ ମନି ଲଣ୍ଡରିଂ ମାମଲାରେ ଗିରଫ

ନୂଆଦିଲ୍ଲୀ: ୫୩୯ କୋଟି ଟଙ୍କାର କାନାରା ବ୍ୟାଙ୍କ ଋଣ ଠକେଇ ମାମଲାରେ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶୁକ୍ରବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। କାନାରା ବ୍ୟାଙ୍କର ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିବା ପରେ ମେ' ୨୦୨୩ରୁ ଇଡି ଏହି…

କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ଥିବା ବିଭାଗରେ ଆଇଏଏସଙ୍କ ଅଦଳବଦଳ

ନୂଆଦିଲ୍ଲୀ: ସରକାର ବିଳମ୍ବିତ ରାତିରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଟେଲିକମ୍, ଖଣି, ସଂଖ୍ୟାଲଘୁ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ବିଭାଗର ନୂଆ ସଚିବଙ୍କ ସମେତ ୧୫ ଜଣ ସଚିବସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଯେଉଁଥିରେ କିଛି କେନ୍ଦ୍ରୀୟ ଡେପୁଟେସନକୁ ଫେରିଥିବା ବେଳେ ଆଉ…