ଚର୍ଚ୍ଚାରେ କୋରାପୁଟିଆ କଳାଜିରା ଧାନ, ଖୁବଶିଘ୍ର ମିଳିବ GI ଟ୍ୟାଗ୍
କୋରାପୁଟ: କୋରାପୁଟର କଫି, ଝାଡୁ, ସାବୁନ ଓ ହଳଦୀ ପରେ ଏବେ ବିରଳ କୋରାପୁଟିଆ କଳାଜୀରା ଧାନକୁ ମିଳିବାକୁ ଯାଉଛି ଜିଆଇ ଟ୍ୟାଗ । ସେହିପରି ଓଡିଶାର ୭ ଉତ୍ପାଦ ଯଥା ଓଡିଶାର ଖଜୁରି ଗୁଡ, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆ ସଉରାଙ୍କ ପଟ୍ଟଚିତ୍ର, ଢେଙ୍କାନାଳର ମଗଜ ଲଡୁ, ଶିମିଳିପାଳର…