‘ଇଣ୍ଡିଆ ମେଣ୍ଟ ସଶକ୍ତ ହେଉଥିବା ଦେଖି ଆତ୍ମବିଶ୍ୱାସ ହରାଇଲେଣି ସରକାର’
ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର କହିଛନ୍ତି ଯେ ବିରୋଧୀ ମେଣ୍ଟ ମଜବୁତ ହେବା ଦ୍ୱାରା ସରକାର 'ନର୍ଭସ୍' ହୋଇଯାଉଛନ୍ତି। ଅର୍ଥାତ୍ ଡରିଗଲେଣି ବା ଭୟଭୀତ ହୋଇଗଲେଣି। ବିରୋଧୀ ଇଣ୍ଡିଆ ମେଣ୍ଟର ସହଯୋଗୀମାନେ ପ୍ରତିଶୋଧମୂଳକ ରାଜନୀତି ପାଇଁ ପ୍ରସ୍ତୁତ ରହିବା…