ଭାଷା ଭାଗବତ : ବହିକୁ ଆଦର
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବହିକୁ ଅଧିକ ଆଦର
ମିଳିବ ଜାଣି ଧୈର୍ଯ ଧର
ତହିଁରେ ଥିଲେ ସ୍ବାନୁଭୂତି
ପାଇବ ନିରବ ସ୍ବୀକୃତି
ପାଠକ ବହିଟିଏ ପଢ଼ି
ନିଜ ମନକୁ ନିଜେ ଗଢ଼ି
ଆଗକୁ ପାରେ ଯଦି ବଢ଼ି
ବହିକୁ ଦିଏନି ଫୋପାଡ଼ି
…